ଏଡିଟ୍ ପୋଷ୍ଟକୁ ଆଜତକ ନ୍ୟୁଜ କ୍ୟାପ୍ସନ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
ଆଫଗାନିସ୍ତାନରେ ତାଲିବାନ ହିଂସା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ 31 ଅଗଷ୍ଟରେ ଆମେରିକା ଆଫଗାନିସ୍ତାନରୁ ନିଜ ଆର୍ମି ଆଣିସାରିଲା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚାର ବିଷୟ ବନିଛି। ସୋସିଆଲ ମିଡିଆରେ ଆଜତକ ନ୍ୟୁଜ କ୍ୟାପ୍ସନରେ ଲେଖାଯାଇଛି ଯେ, ଆମେରିକା ତାଲିବାନ ଡରରୁ ପଳାଇଲା କିନ୍ତୁ ଭାରତ ଏବେ ଆଫଗାନିସ୍ତାନକୁ ସମ୍ଭାଳିବ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ […]
Continue Reading