କ’ଣ ବିଜେପି ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି?

ନିକଟରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ଉତ୍ତେଜନା ପୁଣି ଠାରେ ସୃଷ୍ଟି ହୋଇଛି। ଭାରତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିବା ବେଳେ କାନାଡା ମଧ୍ୟ ଭାରତର ୬ ଜଣ କୂଟନୀତିଜ୍ଞଙ୍କୁ ଶିଖ୍ ବିଚ୍ଛିନ୍ନତାବାଦୀ ନେତା ହତ୍ୟା ମାମଲା ଦେଖାଇ ତାଙ୍କୁ ବହିଷ୍କାର କରିଛି। ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି ଲୋକଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେମାନଙ୍କୁ ପରିହାସ କରୁଛନ୍ତି ଯେ […]

Continue Reading

କ’ଣ ବିଜେପି ସଦସ୍ୟ ଏବଂ ସମର୍ଥକ ମାନେ କାନାରା ବ୍ୟାଙ୍କ୍ ସାମନାରେ କାନାଡା ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

କାନାଡାରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ହତ୍ୟା ପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଅବୈଧ ବୋଲି କହିଛି। ଓଟାୱା ସହରରେ ଥିବା ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିଛି। ଏହାର ଜବାବରେ ଭାରତ ନୂଆଦିଲ୍ଲୀରେ ଅବସ୍ଥିତ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ଏହି ପ୍ରସଙ୍ଗରେ କାନାରା ବ୍ୟାଙ୍କ ସମ୍ମୁଖରେ ଠିଆ ହୋଇଥିବା ଏବଂ ବିଜେପି ପତାକା ଧରିଥିବା କିଛି […]

Continue Reading

କ’ଣ ନିକଟରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ କାନାଡା RSS କୁ ବ୍ୟାନ୍ କରିଛି? ଜାଣନ୍ତୁ ସତ୍ୟ। 

ନିକଟରେ କାନାଡାରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଛି। ନାମୀ ଆତଙ୍କବାଦୀର ହତ୍ୟା କରିଥିବା ଅଭିଯୋଗ କରି କାନାଡା ଭାରତ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି। ଏହା ପରେ ଉଭୟ ଦେଶ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛି। ଏହି ପରିପ୍ରେକ୍ଷୀରେ, କିଛି ଲୋକ ଏକ ଭିଡିଓ ସେୟାର କରୁଛନ୍ତି ଯାହା RSS ସଂଗଠନକୁ କାନାଡାରେ ନିଷିଦ୍ଧ କରାଯାଇଥିବାର ଦାବି କରୁଛି।  RSS […]

Continue Reading