ଅଲ୍-ଥୁମାମା ଷ୍ଟାଡିୟମରେ କୁରାନ ପାଠର ପୁରୁଣା ଭିଡିଓକୁ ଫିଫା ବିଶ୍ୱକପ ଉଦଘାଟନୀ ସମାରୋହ ସମୟର ଘଟଣା ଦାବି ସହିତ ଭାଇରାଲ ହେଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଫୁଟବଲ୍ ପଡିଆରେ କିଛି ବାଳକ ମାନେ କୁରାନ ପାଠ କରୁଛନ୍ତି। ଦାବି କରା ଯାଉଛି ଯେ ଫିଫା ବିଶ୍ଵ କପ୍ ୨୦୨୨ ଉଦଘାଟନୀ ସମାରୋହ ସମୟର କାତାର କୁରାନ ପାଠ ଆୟୋଜିତ କରିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଫିଫା ୨୦୨୨ ବିଶ୍ଵ କପ୍ ସମୟର ନୁହେଁ।  କ’ଣ ଦାବି କରା ଯାଇଛି ପୋଷ୍ଟରେ? Qatar […]

Continue Reading

କ’ଣ ଫୋଟୋରେ ଥିବା ପୁସ୍ତକଟି ହେଉଛି କୁରାନ ଯାହା ସମୁଦ୍ରତଳୁ ମିଳିଥିଲା? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୁସ୍ତକର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ପୁସ୍ତକଟି ହେଉଛି ମୁସଲମାନଙ୍କର ପବିତ୍ର ଗ୍ରନ୍ଥ ଯାହା ଅନେକ ବର୍ଷ ଧରି ସମୁଦ୍ରର ଗଭୀରତାରୁ ମିଳିଛି। ଏହା ଅନେକ ବର୍ଷ ଧରି ପାଣିରେ ରହି ଆସିଛି କିନ୍ତୁ ଅକ୍ଷୁର୍ଣ୍ଣ ରହିଛି।  ଏହି ପୋଷ୍ଟକୁ ଯାଞ୍ଚ କରିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ନମ୍ବର ୯୦୪୯୦୫୩୭୭୦ ରେ ଅନୁରୋଧ ଆସିଥିଳୀ।   ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading