ବିହାରର ଏକ ପୁରୁଣା ଭିଡିଓକୁ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଟିଏମସି କାର୍ଯ୍ୟକର୍ତ୍ତା ଆହତ ହେବାର ନାଟକ କରୁଥିବା ଦାବି ସହ ସେୟାର କରାଯାଉଛି।
ନିକଟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ମୁଣ୍ଡରେ ଆଘାତର ଅଭିନୟ କରୁଥିବାର ଦେଖାଯାଇଛି। ଦାବି କରା ଯାଉଛି ଯେ ମହିଳା ହେଉଛନ୍ତି ଜଣେ ଟିଏମସି କାର୍ଯ୍ୟକର୍ତ୍ତା। ନିର୍ବାଚନ ହାରିବା ପରେ ସେ ଏପରି ଅଭିନୟ କରୁଥିବା ନଜର ଆସିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ବିହାରର ଏକ ପୁରୁଣା ଘଟଣା ଯାହାର ପଶ୍ଚିମବଙ୍ଗ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ। କ’ଣ […]
Continue Reading