ମିଥ୍ୟା ଦାବିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପାଦିତ ଭିଡିଓ ଭାଇରାଲ ହୋଇଛି
25 ଡିସେମ୍ବରରେ ବିଜୁ ଜନତା ଦଳକୁ ପୂରିଲା ୨୫ ବର୍ଷ । ଏହି ପରୀପ୍ରେକ୍ଷୀରେ ବିଜେଡି ପୁରୀ ତାଳବଣିଆ ପଡ଼ିଆ ଠାରେ ବିଜେଡି ପକ୍ଷରୁ ବିଶାଳ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକର ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ତାଙ୍କ ଦ୍ୱାରା ଦିଆ ଯାଇଥିବା ଭାଷଣରେ କୌଣସି ମହତ୍ୱ ନାହିଁ ଏବଂ ସେ କିଛି ବି ଭାଷଣ ଦେଉଛନ୍ତି […]
Continue Reading