କ’ଣ ଭାଇରାଲ ଫୋଟୋରେ ନାଗା ସାଧୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶରେ ସମ୍ପ୍ରଦାୟିକ ବିଦ୍ରୋହର ଅନେକ ମାମଲା ସାମନାକୁ ଆସିଛି। ଏହା ମଧ୍ୟରେ କିଛି ଗୋଷ୍ଠୀ ଲୋକେ ତାଙ୍କ ସମର୍ଥନରେ ମଧ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ସୋସିଆଲ ନାଗା ସାଧୁ ମାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ୨୦୧୪ ମସିହାର […]

Continue Reading

କ’ଣ ନୂପୁର ଶର୍ମାଙ୍କ ସମର୍ଥନେ ଓହ୍ଲାଇଲେ ନାଗା ସାଧୁ? 

ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ଭବିଷ୍ୟ‌ଦ୍‌ବକ୍ତା ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରୁଥିବାବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି। ରାସ୍ତାରେ ଯାଉଥିବା ନାଗା ସାଧୁଙ୍କ ଭିଡ଼ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ  ନାପୁର ଶର୍ମାଙ୍କ ସମର୍ଥନରେ ନାଗା ସାଧୁଙ୍କ ରାଲି ବୋଲି ଦାବି କରାଯାଇଛି। Abinash Swain ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଏହା […]

Continue Reading

ଶିଖ୍ ସମୁଦାଯ ଲୋକଙ୍କ ଦ୍ଵାରା ଜଣେ ନାଗା ସାଧୁଙ୍କ ଉପରେ ହେଇଥିବା ଆକ୍ରମଣର ପୁରୁଣା ଭିଡିଓକୁ ନିକଟରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ପଞ୍ଜାବରେ ଆମ୍ ଆଦମ୍ୟ ପାର୍ଟି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାମାଜିକ ବିରୋଧୀ କାର୍ଜ୍ଯାକଳାପ ସହ ଦଳରଜଡିତ ହେବା ଅଭିଯୋଗ କରା ଯାଇଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ନାଗା ସାଧୁଙ୍କୁ କିଛି ଶିଖ୍ ସମୁଦାଯ ଲୋକମାନେ ରାଜରାସ୍ତାରେ ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ନୂତନ ସରକାର ଗଠନ ହେବା […]

Continue Reading