କ’ନ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାକ କରି ଲଦାଖରେ ଭାରତ ସେନା ଉପରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।
ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ଓ ପରସ୍ପର ମଧ୍ୟରେ ସେନା ମାନଙ୍କ ଆକ୍ରମଣ ଖବର ବିଗତ କିଛି ମାସ ହେଲା ଦେଖିବାକୁ ମିଳିଛି। ଅନେକ ଗଣମାଧ୍ୟମରେ ଭାରତ ଏବଂ ଚୀନ ମଧ୍ୟରେ ସେମା ବିବାଦ ସମ୍ବାଦ ପ୍ରକାଶିତ ହେଇଥିବା ସମୟରେ ଗୋଟିଏ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭାରତ ସେନା ଉପରେ ଚୀନ ମାଇକ୍ରୋୱେଭ ଅସ୍ତ୍ର ବ୍ୟବହାର କରି ଆକ୍ରମଣ କରିଥିବାର ଦାବି ସୋସିଆଲ ମିଡିଆରେ ଚର୍ଚାର ଅଛି। […]
Continue Reading