ବିହାରର ପୁରୁଣା ଭିଡିଓକୁ ବର୍ତ୍ତମାନ ଅଗ୍ନିପଥ ଯୋଜନା ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଗ୍ନିପଥ ଯୋଜନା ଘୋଷଣା ପରେ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରମାନେ ବିରୋଧ କରୁଛନ୍ତି। ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି କବୁଛନ୍ତି ଯେ ଆରଜେଡି ସମର୍ଥକଙ୍କ ଆଗ୍ନୀପଥ ଯୋଜନା ବିଷୟରେ କୌଣସି ଧାରଣା ନାହିଁ, କିନ୍ତୁ ଏହାକୁ ବିରୋଧ କରିବାକୁ ଆସିଛି। ଉପଭୋକ୍ତାମାନେ ଭିଡିଓକୁ ପରିହାସ କରୁଛନ୍ତି। ଭାଇରାଲ ଭିଡିଓରେ ଜଣେ ସାମ୍ବାଦିକ ଏହି ଯୋଜନା ବିଷୟରେ ବିରୋଧ କରୁଥିବା ଛାତ୍ରଙ୍କୁ […]

Continue Reading

ପୁରୁଣା ଏବଂ ଅଲଗା ସ୍ଥାନର ଫଟୋକୁ ତ୍ରିପୁରା ହିଂସା ଘଟଣା ସହ ଜୋଡ଼ି ଭାଇରାଲ କରାଯାଉଛି।

ଗତ କିଛି ଦିନ ହେବ ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସା ଖବର ସୋସିଆଲ ମିଡିଆରେ ପ୍ରକାଶିତ ହେବାରେ ଲାଗିଛି।  ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଫଟୋ ତ୍ରୀପୁରା  ସାମ୍ପ୍ରତିକ ଘଟଣା ଦାବିରେ ଭାଇରାଲ କରାଯାଉଛି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।  2 ନଭେମ୍ବରରେ ଶ୍ରୀ ଶୁଭେନ୍ଦୁ ସାମନ୍ତରାୟ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ,କାଳୀ ମା’ର ମୂର୍ତ୍ତି ଭାଙ୍ଗିବା ପରେ # […]

Continue Reading

No Islam, No Sharia, No Halal ଫଟୋ ଫ୍ରାନ୍ସ ବିରୋଧ ପ୍ରଦର୍ଶନର ଅଟେ?

24 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଲେଖା ଯାଇଛି, No Islam, No Sharia, No Halal. ପୋଷ୍ଟରେ ଦାବି କରାଯାଇଛି ଏହି ଫଟୋ ଫ୍ରାନ୍ସ ପ୍ରଦର୍ଶନର ଅଟେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, #ଫ୍ରନ୍ସ ର #ରାଷ୍ଟ୍ରପତି ନିକଟରେ #ଈସଲାମ_ସନ୍ତ୍ରାସ ଉପରେ ଯେପରି ସ୍ପଷ୍ଟ ଭାବରେ ମତାମତ ରଖିଲେ ଠିକ ସେହିପରି ଭାବେ ପ୍ରତ୍ଯେକ #ରାଷ୍ଟ୍ରଧକ୍ଷ୍ୟ ସେହିପରି ସ୍ପଷ୍ଟ […]

Continue Reading

ପଞ୍ଜାବରେ କୃଷକମାନେ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଛନ୍ତି କି ? ଜାଣନ୍ତୁ ସତ୍ୟତା ।

ଦେଶରେ କୃଷକମାନଙ୍କର ବିରୋଧ ପ୍ରଦର୍ଶନ ଲାଗିରହିଛି। ପ୍ରଦର୍ଶନର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ମଧ୍ୟ ଲାଗିଛି। 16 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏକ ମର୍ସିଡିଜ୍ କାରରେ ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି। କାରର ଆଖପାଖରେ ନ୍ୟୁଜ ରିପୋର୍ଟରମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆରେ ଭିଡିଓକୁ ନେଇ ଦାବି କରାଯାଉଛି ଯେ, ପଞ୍ଜାବର ଗରିବ କୃଷକମାନେ ଏବେ ମର୍ସିଡିଜ୍ କାରରେ କୃଷକ ବିଲ୍ ବିରୋଧରେ ପ୍ରଦର୍ଶନ କରୁଛନ୍ତି।  […]

Continue Reading

ବେରୋଜଗାର ଯୁବକ ଯୁବତୀମାନେ ଯୋଗୀ ସରକାରଙ୍କ ରାସ୍ତା ରୋକି ପ୍ରଦର୍ଶନକରିଥିବା ଦାବିରେ ଭାଇରାଲ ଭିଡିଓର ଜାଣନ୍ତୁ ସତ୍ୟତା।

ସୋସିଆଲ ମିଡିଆରେ ବୋରଜଗାର ପାଇଁ ଅନେକ ଖବର ଭାଇରାଲ ହେବାରେ ଲେଗିଛି। ଏଥିମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲେଗିଛି। ଭାଇରାଲ ଭିଡିଓରେ ଛାତ୍ରଛାତ୍ରୀମାନେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗାଡ଼ିର ରାସ୍ତା ରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ବେରୋଜଗାର ଦିବସ ଦିନ ଏହି ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି।  13 ସେପ୍ଟେମ୍ବରରେ Arjun kumar ନାମକ ଜଣେ […]

Continue Reading