କ’ଣ ଇଭିଏମ ଘୋତାଲା ବିଷୟରେ ସୁବ୍ରମନିୟନ ସ୍ଵାମୀଙ୍କର ଭାଷଣ ସାମ୍ପ୍ରତିକ ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।
ନିକଟରେ ୫ ଟି ରାଜ୍ୟ ତେଲଙ୍ଗାନା, ମଧ୍ୟ ପ୍ରଦେଶ, ମିଜୋରାମ, ରାଜସ୍ଥାନ ଏବଂ ଛତ୍ତିସଗଡ ମଧ୍ୟରୁ କେବଳ ତେଲଙ୍ଗାନା ଛାଡି ନିର୍ବାଚନରେ ବିଜେପି ଅନ୍ୟ ୪ ଟି ରାଜ୍ୟରେ ବିଜୟ ହୋଇ ସରକାର ଗଠନ କରିଛି। ଏହି ପ୍ରସଙ୍ଗରେ ବିଜେପି ନେତା ସୁବ୍ରମନିୟନ ସ୍ୱାମୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ସେ କହୁଛନ୍ତି ଯେ ସେ ଇଭିଏମ୍ ନିୟନ୍ତ୍ରକ ଉତ୍ପାଦନ କରୁଥିବା ଜାପାନ ଦେଶର କମ୍ପାନୀ ସହିତ ସେ ଯୋଗାଯୋଗ କରିଥିଲେ ଏବଂ […]
Continue Reading