କ’ଣ ଏହି ଭିଡିଓରେ ହମାସ୍ ଲୋକଙ୍କ ନକଲି ମୃତ ଶରୀର ଦେଖାଇ ଇସ୍ରାଏଲ୍ କୁ ବଦନାମ କରୁଛି? ଜାଣନ୍ତୁ ସତ୍ୟ।
ଅନେକ ଦିନରୁ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଧ୍ୟ ଲାଗି ରହିଛି। ନିକଟରେ କିଛି ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସେନା ଗାଯାରେ ପ୍ରବେଶ କରିଛି। ଏହି ଘଟଣା ନେଇ ଅନେକ ଭିଡିଓ ଏବଂ ଫୋଟୋ ମିଥ୍ୟା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରି ଏକ ଭିଡିଓ ବର୍ତ୍ତମାନ ସାମନାକୁ ଆସିଛି ଯେଉଁଥିରେ କିଛି ଶବ ଗୁଡିକ ଜମିରେ ରଖା ଯାଇଛି। ଭିଡିଓରୁ ଜଣା ପଡୁଛି ଯେ ସେହି ଶବ ମଧ୍ୟରୁ କିଛି ଜଣ ଜୀବିତ […]
Continue Reading