ପୁରୁଣା ସର୍ବଧର୍ମ ପ୍ରାର୍ଥନା ସଭା ଭିଡିଓକୁ କଂଗ୍ରେସ କାର୍ଯ୍ୟାଳୟରେ କଲମା ପାଠ ହେଉଥିବା ଦାବି ସହିତ ସେୟାର କରା ଯାଉଛି। 

ରାଜସ୍ଥାନର ଜୟପୁରରେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟର ଉଦଘାଟନ ସମୟରେ କଲମା (ଇସଲାମିକ ପ୍ରାର୍ଥନା) ପାଠ କରାଯାଉଥିବାର ଦାବି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଫୁଟେଜରେ ଅନେକ ଲୋକ ଏକାଠି ହୋଇଥିବା ଦେଖାଯାଉଛି ଏବଂ ଆପଣ ବୈଠକ ସମୟରେ କୁରାନ୍ କଲମା ପାଠ ହେଉଥିବାର ଶୁଣିପାରିବେ। ଦାବି କରାଯାଉଛି ଯେ କଂଗ୍ରେସ ପାର୍ଟି ଜୟପୁରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିଛି ଏବଂ ଏହାର ଉଦଘାଟନ ଉପଲକ୍ଷେ କଲମା ପାଠ କରାଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ ଅଶୋକ ଗେହଲତ ସରକାର, କନ୍ହୟା ଲାଲଙ୍କ ହତ୍ୟା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ମାତ୍ର ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି?

କିଛି ଦିନ ପୂର୍ବରୁ, ରାଜସ୍ଥାନରେ ଏକ ଦୁର୍ଘଟଣାରେ ଜଣେ ଅଳ୍ପସଂଖ୍ୟ ସମ୍ପ୍ରଦାୟର ୧୮ ବର୍ଷର ବାଳକ ନିଜ ଜୀବନ ହରାଇଛି। ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପୀଡିତଙ୍କ ପରିବାର ପାଇଁ ଚୁକ୍ତିଭିତ୍ତିକ ଚାକିରି ଘୋଷଣା କରିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ନଇମା ପରବୀନ ନାମରେ ୫୦ ଲକ୍ଷ ଟଙ୍କାର ଗୋଟିଏ ଚେକ୍ ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୀଡିତ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସୋସିଆଲ ମିଡିଆ ବ୍ୟବହାରକରି […]

Continue Reading