ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭାଇରାଲ ଫଟୋରେ ଥିବା ମହିଳା NEET ପେପର୍ ଲିକ୍ ଅଭିଯୁକ୍ତ ମନୀଷା ମାନ୍ଧାରେ ନୁହଁନ୍ତି।

ବିଭିନ୍ନ ରାଜ୍ୟରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ଏବଂ ବହୁ ଅନିୟମିତତା ସମ୍ପର୍କରେ ଏକ ବଡ଼ ବିବାଦ ପରେ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ୩ ମେ ୨୦୨୬ ରେ ଅନୁଷ୍ଠିତ NEET-UG ପରୀକ୍ଷାକୁ ଆନୁଷ୍ଠାନିକ ଭାବରେ ବାତିଲ କରିଥିଲା। ଏହି ମାମଲାରେ CBI ଏପର୍ଯ୍ୟନ୍ତ ମନୀଷା ମାନ୍ଧାରେ ଏବଂ ଅନ୍ୟ ୧୦ ଜଣଙ୍କୁ ଗିରଫ କରିଛି। ଏହି ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ଧରେମ୍ନ୍ଦ୍ର ପ୍ରଧାନଙ୍କ ଏକ ମହିଳାଙ୍କ ସହ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି […]

Continue Reading

କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଛନ୍ତି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ବିଶାଳ ରେଲି କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପରେ ଓଡ଼ିଶାକୁ ସର୍ବଶ୍ରେଷ୍ଟ ରାଜ୍ୟରେ ପରିଣତ କରି ଦେବ। ବର୍ତ୍ତମାନ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋକୁ ଏପରି ସେୟାର କରା ଯାଉଛି ଯେ […]

Continue Reading

କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡ଼ି ଦଳ ପାର୍ଟି ଚିହ୍ନ ଶଙ୍ଖ ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ଉଆସ୍ଥିତିରେ ସେ ଏକ କାନ୍ଥରେ ବିଜେଡ଼ି ଦଳର ପାର୍ଟି ଚିହ୍ନ ଶଙ୍ଖର ଚିତ୍ରାଙ୍କନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ଏଡିଟ୍ ହୋଇଥିବା ଫୋଟୋ ଅଟେ। ଅସଲି ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳ ପାର୍ଟି ଚିହ୍ନ ପଦ୍ମ ଫୁଲର ଚିତ୍ରାଙ୍କନ କରୁଛନ୍ତି।  ନିମ୍ନରେ […]

Continue Reading