ପୁରୁଣା ଅସମ୍ପର୍କିତ ଫଟୋକୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ବିରୋଧରେ କଂଗ୍ରେସ ଦଳର ନେତାମାନେ ପ୍ରତିବାଦ କରୁଥିବା ଦାବି ସାହିତ୍ୟ ସେୟାର କରା ଯାଉଛି।

ଅଯୋଧ୍ୟା ରାମ ମନ୍ଦିର ଦାନ ପାଣ୍ଠିରୁ ନଗଦ ପଇସା ଚୋରୀ ମାମଲା ନେଇ ବିରୋଧୀ ଦଳ ସରକାର ଉପରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ହେତୁ ସୋସିଆଲ ମିଡିଆ ୟୁଜର୍ସଙ୍କ ବିଭିନ୍ନ ପ୍ରତିକ୍ରିୟା ସାମନାକୁ ଆସିଛି। କିଛି ଲୋକ ଚୋରୀ ମାମଲାର ନିନ୍ଦା କରିଥିବା ବେଳେ କିଛି ଲୋକ ବିରୋଧୀ ଦଳର ପ୍ରତିବାଦର ନିନ୍ଦା କରି କହିଛନ୍ତି ଯେ ଯେଉଁ ମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେଇନଥିଲେ ସେମାନେ ମଧ୍ୟ ଦାନ ପାଣ୍ଠିର ହିସାବ […]

Continue Reading

କ’ଣ ଅଯୋଧ୍ୟାରେ ଶ୍ରୀ ରାମଙ୍କର ପ୍ରାଣ ପ୍ରତିଷ୍ଠା ଅବସରରେ ଭୁର୍ଜ ଖାଲିଫାରେ ତାଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଛି? ଜାଣନ୍ତୁ ସତ୍ୟ।

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ଲୋକ ମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଦେଶ ସାରା ଅନେକ ସ୍ଥାନରେ ଲୋକ ମାନେ ପୂଜା କରିବା ସହିତ ର୍ୟାଳି ମଧ୍ୟ କରିଥିଲେ। କିନ୍ତୁ ଏହି ସବୁ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।  ଏପରି ଏକ ପୋଷ୍ଟରେ ଦୁବଇରେ ଅବସ୍ଥିତ ଭୁର୍ଜ ଖାଲିଫାରେ ପ୍ରଭୁ ରାମଙ୍କର ଫୋଟୋ ପ୍ରଦର୍ଶନ କରା ଯାଇଥିବା ଏକ ଫୋଟୋ ଭାଇରାଲ […]

Continue Reading