କ’ଣ କେରଳ ରେ ଗୋଟିଏ ବସ୍ ରେ ଯାତ୍ରା କରୁଥିବା ମୁସ୍ଲିମ ମହିଳା ଯାତ୍ରୀ ମାନେ ଜଣେ ହିନ୍ଦୁ ମହିଳାଙ୍କୁ ବୁର୍ଖା ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଏକ ବସ୍‌ରେ ଯାତ୍ରା କରୁଥିବା ସମୟରେ ବୁର୍ଖା ପିନ୍ଧିଥିବା ଝିଅ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। ଉପଭୋକ୍ତାମାନେ ଦାବି କରିଛନ୍ତି ଯେ କେରଳର ମୁସଲମାନ ଝିଅ ମାନେ ବୁର୍ଖା ନ ପିନ୍ଧି ବସ୍‌ରେ ପ୍ରବେଶ କରିଥିବାରୁ ଜଣେ ବୃଦ୍ଧ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। […]

Continue Reading

କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟାକଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜନଗହଳି ମଧ୍ୟ ଦେଇ ଯାଉଥିବା ଗୋଟିଏ ବସ୍ ରେ ନବୀନ ପଟ୍ଟନାୟକ ବସି ସିଗାରେଟ୍ ପିଉଛନତି। ଦାବି କରା ଯାଉଛି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ପବ୍ଲିକ୍ ସ୍ଥାନରେ ସିଗାରେଟ ପିଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନାହାଁନ୍ତି। ଭିଡିଓକୁ ଏଡିଟ୍ କରି […]

Continue Reading