ବିହାରର ଶିକ୍ଷା ମନ୍ତ୍ରୀ ମିଥିଲେଶ ତିୱାରୀ ମହିଳା ଶିକ୍ଷା ବିରୋଧରେ କୌଣସି ବିବୃତ୍ତି ଦେଇ ନାହାଁନ୍ତି। ଭାଇରାଲ ଦାବି ବିଭ୍ରାନ୍ତକର।
ବିହାରର ଶିକ୍ଷା ମନ୍ତ୍ରୀ ମିଥିଳେଶ ତିୱାରୀଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସେୟାର କରିବା ସମୟରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଶିକ୍ଷା ମନ୍ତ୍ରୀ ଝିଅ ମାନଙ୍କ ଶିକ୍ଷା ବିରୋଧରେ ଏକ ବୟାନ ଦେଇଛନ୍ତି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଝିଅଙ୍କୁ କେହି ସ୍କୁଲ ଛାଡ଼ନୀ କି ପାଠ ପଢାଅନି ଭାରତ ବାସି , ମୁଁ କହୁନି ଏ ଗୋବର ମୁଣ୍ଡିଆ ବିହାର ର […]
Continue Reading