କ’ଣ ଉତ୍ତରପ୍ରଦେଶର ମିରଠ ପୋଲିସ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଥାନାରେ ପ୍ରବେଶ ଉପରେ ପ୍ରତିବଦ୍ଧ ଲଗାଇଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମିରଠ ପୋଲିସ ଷ୍ଟେସନ୍ ବାହାରେ ଏକ ବ୍ୟାନରରେ “ବିଜେପି କର୍ମୀଙ୍କୁ ଷ୍ଟେସନ ଭିତରେ ପ୍ରବେଶ କରିବାର ଅନୁମତି ନାହିଁ” ଲେଖା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟକୁ ସେୟାର କରି ଦାବି କରା ଯାଉଛି ଯେ ମେରଠ ପୋଲିସ ଷ୍ଟେସନରେ ବିଜେପି କର୍ମୀଙ୍କ ପ୍ରବେଶକୁ ବାରଣ କରିଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଛି। ଏହି ବ୍ୟାନର ମେରଠ ପୋଲିସ ଦ୍ଵାରା ନୁହେଁ […]

Continue Reading

କ’ଣ ହିନ୍ଦୁ ମାନଙ୍କୁ ଧମକି ଦେଇଥିବାରୁ ହିନ୍ଦୁ ମାନେ ଆଦିଲ ଚୌଧରିଙ୍କ ଉପରେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।

୧୦ ଫେବ୍ରୁଆରିରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେଇଛି। ସେହି ସମୟର ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ କିଛି ଲୋକ ମିଶି ଏକ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଇଛି ଯେ ହିନ୍ଦୁ ମାନଙ୍କୁ ଧମକି ଦେଇଥିବା ସମାଜବାଡି ପାର୍ଟିର ନେତା ମୋହମ୍ମଦ ଆଦିଲ ଚୌଧରିଙ୍କୁ ହିନ୍ଦୁ ମାନେ ମାରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  ପୋଷ୍ଟରେ କ’ଣ […]

Continue Reading