କ’ଣ ଆନ୍ଧ୍ରପ୍ରଦେହର ଗଙ୍ଗାଭରମର ଏକ ରାମ ମନ୍ଦିରରେ କ୍ରିଷ୍ଟିଆନ ମାନେ ପ୍ରାର୍ଥନା କରୁଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତ୍ତମାନ ସୋସିଆଲ ଏମଆଇଡ଼ିଆଇରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ପ୍ରାର୍ଥନା ସଭା ହେଉଥିବା ସମୟରେ ସେଠାରେ ଯୋଗଦାନ ଦେଇଥିବା ଲୋକଙ୍କ ସହିତ ଜଣେ ବ୍ୟକ୍ତିଙ୍କର ଝଗଡା ହେଉଛି। ଭିଡିଓ ଦେଖି ଏପରି ପ୍ରତୀତ ହେଉଛି ଯେ ସେହି ଲୋକ ପ୍ରାର୍ଥନା ସଭା ଆୟୋଜିତ ହେଇଥିବା ନେଇ ଖୁସି ନାହାଁନ୍ତି। ଦାବି କର ଯାଉଛି ଯେ ଏହି ଘଟଣାଟି ଆନ୍ଧ୍ରପ୍ରଦେଶ ରାଜ୍ୟର ଗଙ୍ଗାଭରମ ଜିଲ୍ଲାର ଘଟଣା ଅଟେ ଯେଉଁଠାରେ କ୍ରିଷ୍ଟିଆନ ମାନେ ରାମ ମନ୍ଦିରରେ […]
Continue Reading