ରାହୁଲ ଗାନ୍ଧୀ ଖାଇବା ସମୟରେ ମଧ୍ୟ ମୁହଁରୁ ମାସ୍କ କାଡ଼ୁ ନାହାନ୍ତି ?
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାସ୍କ ପିନ୍ଧିଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ଯେ ଗାନ୍ଧୀ ତାଙ୍କ ମାସ୍କ ସହିତ ଖାଉଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ପାଖରେ ବସିଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ଅନେକ ସୋସିଆଲ ମିଡିଆ ପୃଷ୍ଠାରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ, ରାହୁଲ ଗାନ୍ଧୀ କୋରୋନା ସମୟରେ ଖାଇଲା ବେଳେ ମଧ୍ୟ ମୁହଁରୁ ମାସ୍କ କାଢ଼ୁ ନାହାନ୍ତି। 28 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ […]
Continue Reading