ଓଡ଼ିଶା ସରକାର 14 ଦିନ ଲକଡାଉନ ଘୋଷଣା କରି ନାହିଁ, ବର୍ଷେ ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ
ଦେଶରେ କୋରୋନା ଭୟ ପୁଣିଥରେ ଦେଖା ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ସରକାର ଲକଡାଉନ କରିଥିବା ନେଇ କିଛି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ହେବା ନେଇ ଦାବି କରାଯାଇଛି। ଲକଡାଉନରେ କେତକ କଟକଣା ଲାଗାଯାଇଛି, ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟି ଯାଇଛି। ZEO TV ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ୫ ତାରିଖରୁ […]
Continue Reading