କ’ଣ ଫୋଟୋରେ ବସିଥିବା ବୃଦ୍ଧ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ? କ’ଣ ସେ ବର୍ତମାନ ଛତା ମରାମତି କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

୪ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋରେ ଜଣେ ବୃଦ୍ଧ ବ୍ୟକ୍ତି ଛତା ମରାମତି ଦୋକାନରେ ବସିଛନ୍ତି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ଅଟନ୍ତି ଏବଂ ତାଙ୍କର ଗୋଟିଏ ଛତା ମରାମତି ଦୋକାନ ଅଛି। ଏହି ପୋସ୍ତରେ ଏହା ମଧ୍ୟ କୁହା ଯାଇଅଛି ଯେ କାଲାମ ସାହାବ […]

Continue Reading