ଅଦାନି ବୋର୍ଡ ଭାଗୁଥିବା ଏହି ଭିଡିଓର ଦୃଶ୍ୟର ସତ୍ୟତା କ’ଣ? ଜାଣନ୍ତୁ ପ୍ରକୃତର ଘଟଣା।
ଗତ ବର୍ଷରୁ ଚାଲି ଆସୁଛି କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ। ଆମ ଦେଶରେ ବିଭିନ୍ନ ସ୍ଥାନରେ ଉଭୟ ହିଂସାତ୍ମକ ତଥା ଅହିଂସା ବିରୋଧ ପ୍ରଦର୍ଶନ କରୁଥିବା କୃଶକକ ବିରୋଧ ବିଷୟରେ ଆମେ ଅନେକ ଖବର ଦେଖିଛୁ। ଯେତେବେଳେ ସରକାର କୃଶକ ବିଲରୁ ଊହରିଯିବାକୁ ରାଜି ନୁହନ୍ତି, ସେତେବେଳେ କୃଷକ ମାନେ ମଧ୍ୟ ବିଲ୍ ବ୍ବିରୋଧରେ ସେମାନଙ୍କର ଅଧିକାରକୁ ନେଇ ଜିଦ୍ ଧରିଛନ୍ତି। ଗତ କିଛି ମାସ ହେବ ଆମେ ବିଭିନ୍ନ ସ୍ଥାନରୁ ଅନେକ ଭିଡିଓ ଦେଖିଛୁ ଯେଉଁଥିରେ […]
Continue Reading