କ’ଣ ଅମିତାଭ ବଚନ ହସ୍ପିଟାଲରୁ ବାହାରିଲା ପରେ ମୁସଲମାନ ପର୍ବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
ଗତ ମାସ ଅମିତାଭ ବଚନ ନିଜ କୋରୋନା ଆକ୍ରାନ୍ତ ହେଇଥିବାର ଖବର ଟୁଇଟର ମାଧ୍ୟମରେ ଦେଇଥିଲେ। ଏହା ପରେ ଦେଶବାସୀ ତାଙ୍କ ଆରୋଗ୍ୟ କାମନା କରିଥିଲେ। ଏହାର କିଛି ଦିନ ପରେ ଅମିତାଭ ବଚନ ନିଜ ସୁସ୍ଥ ହେବା ଖବର ଗଣମାଧ୍ୟମ ଦ୍ଵାରା ଦେଇଥିଲେ। କିନ୍ତୁ ଗତକାଲି ୬ ଅଗଷ୍ଟ ରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଅମିତାଭ ବଚନଙ୍କ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଗୋଟେ ମୁସଲମାନ ପର୍ବରେ ଯୋଗ ଦେଇଛନ୍ତି। […]
Continue Reading