ଏହା 72 ଘଣ୍ଟା ମଧ୍ୟରେ ଗାଲଭାନ୍ ଉପତ୍ୟକାରେ ସେନା ଦ୍ୱାରା ନିର୍ମିତ ସେତୁର ଫଟୋ ନୁହେଁ। ଜାଣନ୍ତୁ ସତ୍ୟ।
ଗତ ସପ୍ତାହରେ ଗାଲଭାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନ୍ୟ ମୁହାଁମୁହିଁ ହୋଇଥିଲେ। 20 ଜଣ ଭାରତୀୟ ସୈନିକ ନିହତ ହୋଇଥିବାବେଳେ ଚୀନ୍ ସୈନିକ ମଧ୍ୟ ନିହତ ହୋଇଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ଭାରତୀୟ ସେନା ହାର ନ ମାନି ଗାଲୱାନ ଉପତ୍ୟକାର ନଦୀ ଉପରେ 60 ମିଟର ଲମ୍ବର ସେତୁ କାମକୁ ମାତ୍ର 72 ଘଣ୍ଟା ମଧ୍ୟରେ ଶେଷ କରିଥିଲା। ତେବେ ସୋସିଆଲ ମିଡିଆରେ ଏହି ସୂଚନା ପୋଷ୍ଟ କରିବାବେଳେ ଅନେକ ଉପଭୋକ୍ତା ଗାଲୱାନ ନଦୀ […]
Continue Reading