ଉତ୍ତରପ୍ରଦେଶରେ ଜମି ବିବାଦକୁ ନେଇ ଭାଇରାଲ ଭିଡିଓକୁ ରାଜସ୍ଥାନର କହି ମିଥ୍ୟା ଦାବିରେ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଲୋକ ରାସ୍ତାରେ ଜୋରଦାର ଲଢ଼ୁଥିବାର ନଜର ଆସୁଛନ୍ତି। ଏଥିସହିତ ଜଣେ ପୁରୁଷ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ପିଟୁଛନ୍ତି। ଅନ୍ୟ ଜଣେ ପୁରୁଷ ମହିଳାଙ୍କୁ ବାଡ଼ିରେ ପିଟୁଥିବାର ଦେଖିବାକୁ ମିଳୁଛି। ରାଜସ୍ଥାନ ଦାବିରେ ଏହି ଭିଡିଓ ଭାଇରାଲ ହେବା ସହିତ କଂଗ୍ରେସ ଶାସିତ ରାଜ୍ୟରେ ମହିଳାଙ୍କ ପ୍ରତି ଏପରି ଅତ୍ୟାଚାର କରାଯାଉଛି ବୋଲି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଅପମାନିତ କରାଯାଉଛି। ଆପଣଙ୍କୁ କହିରଖୁଛୁ […]

Continue Reading

2018 ହାଲଦ୍ୱାନୀର ପୁଣମ୍ ପାଣ୍ଡେ ହତ୍ୟା ଘଟଣାରେ ଆହାତ ଝିଅର ଫଟୋକୁ, ସ୍ୱାମୀଙ୍କ ଆକ୍ରମଣ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମଡେଲ-ଅଭିନେତ୍ରି ପୁଣମ ପାଣ୍ଡେଙ୍କ ଫଟୋ ଦାବିରେ ଭାଇରାଲ ହେଉଛି।

ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ତାଙ୍କ ମୁଣ୍ଡ, ଆଖି ଓ ମୁହଁରେ ଆଘାତ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଅଭିନେତ୍ରୀ ଅଭିଯୋଗ କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଖବରକୁ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ହସ୍ପିଟାଲ ବେଡରେ ଅତି ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଉଛି ଯେ, ହସ୍ପିଟାଲ ବେଡ଼ରେ ପଡ଼ିଥିବା ମହିଳା  […]

Continue Reading

କ’ଣ ଏହା ଗୁଜରାତ ପୋଲିସ ଜଣେ ବାଇକ୍ ଚାଳକକୁ ଅତ୍ୟାଚାର କରୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସକର୍ମୀ ନିଜ ଗାଡ଼ି ଦ୍ଵାର ଖୋଲିଥିବା ସମୟରେ ବାଇକ୍ ଚଳେଇ ଆସୁଥିବା ବ୍ୟକ୍ତି ପୋଲିସ ଗାଡ଼ି ସହିତ ଢକା ହେଇ ପଡ଼ି ଗଲେ। ଏହା ପରେ ପୋଲିସ ତାଙ୍କୁ ଅତ୍ୟାଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? 12 ନଭେମ୍ବରରେ ଓଡ଼ିଶା ଲିଙ୍କ […]

Continue Reading

କ’ଣ ଭିଡିଓରେ ଜଣସାଧାରଣଙ୍କ ଠାରୁ ମାଡ଼ ଖାଉ ଥିବା ବ୍ୟକ୍ତି ବିଜେପି ସାଂସଦ ହର୍ଷବର୍ଧନ ଅଟନ୍ତି? କ’ଣ ଏହି ଘଟଣା ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

୨୮ ସେପ୍ଟେମ୍ବର ରେ ଜଣେ ଫେସବୁକ ୟୁଜର ଆପ୍ ଭଦ୍ରକ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ଭିଡ଼ ଜମିଥିବା ଲୋକେ ଜଣେ ବ୍ୟକ୍ତିଙ୍କୁ ପିଟୁଛନ୍ତି। ଏହି ସମୟରେ ପୋଲିସ ମଧ୍ୟ  ଉପସ୍ଥିତ ଥିଲା ଏବଂ ଭିଡ଼ରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ମାଡ଼ ଖାଉଥିବା ବ୍ୟକ୍ତି ବିଜେପି ସାଂସଦ […]

Continue Reading

କ’ଣ ଭିଡିଓରେ ମାରପିଟ ହେଉଥିବା ଲୋକେ ଶିବ ସେନା ଦଳର କାର୍ଜ୍ୟକର୍ତା ଅଟନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ଶିବ ସେନା ଦଳ ଗଣମାଧ୍ୟମରେ ଖୁବ ଚର୍ଚାରେ ରହିଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ମୁମ୍ବାଇରେ ରହୁ ଥିବା ଜଣେ ଭାରତୀୟ ନୌସେନା ଅଫିସର ମଦନ ଶର୍ମାଙ୍କୁ ଆକ୍ରମଣ କରିବା ଅଭିଯୋଗ ମଧ୍ୟ ସାମନାକୁ ଆସିଛି। ଏହି ଘଟଣା ନେଇ ଆଉ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ର ପୋଲିସ ଉପସ୍ଥିତିରେ ଶିବ ସେନା କାର୍ଜ୍ୟକର୍ତା ଗୋଟିଏ ଲୋକ ଉପରେ ଆକ୍ରମଣ କରିଛନ୍ତି। […]

Continue Reading