BCC ହିନ୍ଦି ନାମରେ ଏକ ମିଥ୍ୟା ଟ୍ୱିଟ ସୋସିଆଲ ମିଡିଆରେ ହେଉଛି ଭାଇରାଲ।
22 ଡିସେମ୍ବରରେ Subhasis Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ BBC hindi NEWS ନ୍ୟୁଜର ଏକ ଟ୍ୱିଟ ପୋଷ୍ଟ କରିଛନ୍ତି। ଏହି ଟ୍ୱିଟରେ ଲେଖା ଯାଇଛି ଯେ, ଲଖନଉରେ CAA ବିରୋଧରେ ହେଉଥିବା ପ୍ରଦର୍ଶନରେ ଏକ ପ୍ରଦର୍ଶନକାରି NDTV ର ଭ୍ୟାନରେ ନିଆଁ ଲଗାଇ ଜାଳି ଦେବାର ଦାବି କରାଯାଇଛି। ଭାଇରାଲ ଟ୍ୱିଟରେ ଏହା ମଧ୍ୟ ଲେଖା ଯାଇଛି ଯେ, ଭ୍ୟାନର ଡ୍ରାଇଭର ପ୍ରଦର୍ଶନକାରିଙ୍କୁ ରୋକିବା ସହିତ ଭ୍ୟାନଟି NDTV ନ୍ୟୁଜର […]
Continue Reading