ମହାରାଷ୍ଟ୍ରର ନାଶିକ ରେ ଆଜାନଙ୍କ ସମୟରେ ଭଜନ-କୀର୍ତ୍ତନ ଉପରେ ସମ୍ପ୍ରତ୍ତି ସମୟରେ ପ୍ରତିବନ୍ଧକ ଲଗା ଯାଇଛି କି?

ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି ଯେଉଁଥିରେ ସେ କହୁଛନ୍ତି ଯେ ସକାଳ ୫ ଟାରେ, ଅପରାହ୍ନରେ ୩.୧୫, ସନ୍ଧ୍ୟାରେ ୫.୧୫ ଏବଂ ୬.୩୦ ଏବଂ ରାତିରେ ୮.୩୦, ଏହିପରି ପାଞ୍ଚଟି ଆଜାନ୍ ସମୟ ୧୫ ମିନିଟ୍ ପୂର୍ବରୁ ଏବଂ ୧୫ ମିନିଟ୍ ପରେ ଏବଂ ପ୍ରଦର୍ଶନ କରିବାର ହିନ୍ଦୁଙ୍କୁ ଅଧିକାର ନାହିଁ। ମସଜିଦର ୧୦୦ ମିଟର ବ୍ୟାସାର୍ଦ୍ଧରେ ଯେକୌଣସି ଭଜନ, କୀର୍ତ୍ତନ କିମ୍ବା ହନୁମାନ ଚଲିସା ପାଠ କରିବା ଅନୁମତି ନାହିଁ।  […]

Continue Reading

କ’ଣ ଜି-୨୦ ରେ ରଘୁପତି ରାଘବ ଭଜନରୁ ଆଲ୍ଲାର ନାମକୁ ହଟେଇ ଦିଆ ଯାଇଛି? ଜାଣନ୍ତୁ ସତ୍ୟ। 

ଜି-୨୦ ସମିଟ୍ ସମୟରେ ବିଶ୍ଵ ନେତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ରାଜଘାଟର ପରିଦର୍ଶନ କରିଥିଲେ। ସେହି ଅବସରର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆପଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସମସ୍ତ ନେତାଙ୍କୁ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ସମାଧି ଆଡକୁ ଅଗ୍ରସର ହେଉଥିବା ଏବଂ ଦର୍ଶନ କରୁଥିବା ଦେଖିପାରିବେ। ଏହି ଭିଡିଓରେ ରଘୁପତି ରାଘବ ରାଜା ରାମ ଭଜନ ଅଭିନୟ କର ଯାଉଛି। ଦାବି କରା ଯାଉଛି ଯେ ରଘୁପତି ରାଘବ ରାଜା ରାମ […]

Continue Reading

ଫାରୁକ୍ ଅବଦୁଲ୍ଲାଙ୍କର ଭଜନ ଗାଇବାର 2009 ପୁରୁଣା ଭିଡିଓକୁ ଧାରା 370 ସହିତ ଲିଙ୍କ୍ କରି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ  ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ଭଜନ ଗାନ କରୁଥିବା ଦେଖିବାକୁ ମିଳୁଛି। ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ଫାରୁକ୍ ଅବଦୁଲ୍ଲାରେ ଏହି ପରିବର୍ତ୍ତନ ଘଟିଥିବାର ଦାବି ସହିତ ଏକ ଭିଡିଓ ଭାଇରାଲ ହେଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବାସ୍ତବରେ ଫାରୁକ୍ ଅବଦୁଲ୍ଲାଙ୍କର ଭାଇରାଲ୍ ଭିଡିଓ ବହୁତ ପୁରୁଣା।  ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ […]

Continue Reading