ଭାଇରାଲ୍ ଫଟୋ ରାଜୀବ ଗାନ୍ଧୀ ରାମ ମନ୍ଦିର ଭୁମି ପୂଜନ କରୁଥିବାର ନୁହେଁ।

ଅଯୋଧ୍ୟାରେ ରାମ ମାନ୍ଦିର ଭୁମି ପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଏହି ପୃଷ୍ଠଭୂମିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ଏହା ହେଉଛି ରାଜୀବ ଗାନ୍ଧୀଙ୍କ ହାତରେ 9 ନଭେମ୍ବର  1989 ରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବା ସମାରୋହର ଫଟୋ ।  3 ଅଗଷ୍ଟରେ Ranjani Kanta Swain ନାମକ ଜଣେ ଫେସବୁକ ୟୁଜର ଏହି ଦାବିରେ ଫୋଟୋ […]

Continue Reading

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ 5 ଅଗଷ୍ଟରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ ?

ରାମ ମନ୍ଦିର ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେଉଛି। ଅଯୋଧ୍ୟା ରାମ ମନ୍ଦିରର ଭୁମି ପୂଜନ 5 ଅଗଷ୍ଟ 2020 ରେ ଅନୁଷ୍ଠିତ ହୋଇଥିଲା । ଭୁମି ପୂଜନ ପରେ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଅଗଷ୍ଟ 5 ରେ ତାଙ୍କ ବାସଭବନରେ ପ୍ରଭୁ ଶ୍ରୀ ରାମଙ୍କୁ ଅଭିଷେକ କରିଥିଲେ। ଭାଇରାଲ ଚିତ୍ରରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ […]

Continue Reading

କ’ଣ ଭୂମି ପୂଜନ ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଲରେ ରାମଙ୍କୁ ପୂଜା କରୁଥିବା ସମୟରେ ପୋଲିସ ଲୋକଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

୫ ଅଗଷ୍ଟ ରେ ଜେନ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଭଗବାନ ରାମଙ୍କୁ ପୂଜା କରୁଥିବା ସମୟରେ ପୋଲିସ ସେଠାରେ ଆସି ସେମାନଙ୍କୁ ମାରିଛି। ଏହା ନେଇ କୀଚ ଲୋକ ପୋଲିସ ଗାଡ଼ି ଅଟକାଇ ଝଗଡ଼ା କରିବା ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ଘଟଣା ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ […]

Continue Reading