ପାଣିରେ ବୁଡ଼ିଯାଉଥିବା ପିଲାର ଭିଡିଓ ଭାରତର ନୁହେଁ ବରଂ ବାଂଗଲାଦେଶର ଅଟେ।
ସୋସିଆଲ ମିଡିଆର ଏକ ଭିଡିଓ ଭାଇରାଲ ହେଉଛି। ଏହି 30 ସେକେଣ୍ଡର ଭିଡିଓରେ, ଛୋଟ ପିଲା ପାଣିରେ ଫସି ରହିଥିବାର ଦେଖାଯାଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ ଚାମ୍ବଲ ନଦୀରେ କୁମ୍ଭୀର ଆକ୍ରମଣରୁ CDRF ଦଳ ଦ୍ୱାରା ଜଣେ ପିଲା ଉଦ୍ଧାର ହୋଇଥିଲେ। ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି। Bäblû Mohanty ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ବନ୍ୟା ପାଇଁ […]
Continue Reading