2010 ରେ ଭିଡିଓକୁ ହିଜାବ ବିବାଦ ସହ ଧାଡି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।
କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ, ଜଣେ ମହିଳା ପାଣି ଟାଙ୍କି ଉପରେ ହାଜବକୁ ଜାଳି ଦେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ହିଜାବ ବିରୋଧ ସହ ଯୋଡି ସେୟାର କରାଯାଉଛି। ଭିଡିଓଟି କ୍ୟାପସନ୍ ସହିତ ସେୟାର କରାଯାଉଛି ଯେ ‘ମହିଳା ହିଜାବକୁ ଜାଳିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଜକୁ ଜାଳି ଦେଇଥିଲେ’ । ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା […]
Continue Reading