କ’ଣ ଭାଇରାଲ ଭିଡିଓ ଚନ୍ଦ୍ରର ପରିବେଶର ଅଟେ ଯାହା ଚନ୍ଦ୍ରୟାନ ୩ ଦ୍ଵାରା ଶୁଟ୍ କରା ଯାଇଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ ୩, ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପରେ ସେଠାରୁ ଅନେକ ଫୋଟୋ ପୃଥିବୀକୁ ପଠାଇଛି ଯାହା ଇସ୍ରୋ ଦ୍ଵାରା ଜନସାଧାରଣଙ୍କ ଦେଖିବା ପାଇଁ ପ୍ରକାଶିତ କରା ଯାଇଛି। ଏହି ପ୍ରସଙ୍ଗରେ ୪ ଟି ଭିଡିଓ ଥିବା ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ମରୁଭୁମି ଏବଂ ଗୋଟିଏ ରୋଭର ଦେଖିବାକୁ ମିଳିଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଗୁଡିକ ଚନ୍ଦ୍ରର ଦକ୍ଷିଣ ମେରୁରୁ ଆସିଛି ଯେଉଁଠାରେ ଚନ୍ଦ୍ରୟାନ ୩ ଲ୍ୟାଣ୍ଡ କରିଥିଲା।  କିନ୍ତୁ ଫ୍ୟାକ୍ଟ […]

Continue Reading

କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବା ପରେ ପ୍ରଜ୍ଞାନ ରୋଭର ସେଠାରେ ଯାତ୍ରା କରିବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସୂଚନା ସଂଗ୍ରହ କରିବ। ଏହି ସମୟରେ କୁହାଯାଉଛି ଯେ ଏହି ରୋଭରର ଚକରେ ଭାରତୀୟ ଜାତୀୟ ପ୍ରତୀକ ଅଶୋକସ୍ତମ୍ବର ଡିଜାଇନ୍ ରହିଛି ଏବଂ ଚନ୍ଦ୍ରରେ ଅବତରଣ ପରେ ଏହି ଡିଜାଇନ୍ ଚନ୍ଦ୍ର ପ୍ରୁଷ୍ଠରେ ଅଙ୍କନ ହୋଇଛି। ଏହାର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

କ’ଣ ଏହି ଭିଡିଓ ଚନ୍ଦ୍ରର ପ୍ରୁଷ୍ଠରୁ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍ ଅଗଷ୍ଟ ୨୩ ରେ ସନ୍ଧ୍ୟା ୬ ତ ସମୟ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ତାହା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚନ୍ଦ୍ରରୁ ପୃଥିବୀ କିପରି ଦେଖାଯାଏ ଏହି ଭିଡିଓରେ ଦର୍ଶାଯାଇଛି। ଦାବି କରା ଯାଉଛି ଯେ ଏହି ଭିଡିଓ ଚନ୍ଦ୍ରୟାନ ଦ୍ୱାରା ନିଆଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚନ୍ଦ୍ରରୁ ପୃଥିବୀର ପ୍ରକୃତ ଦୃଶ୍ୟ ନୁହେଁ, […]

Continue Reading

କ’ଣ ଏହି ଭିଡିଓ ଶ୍ରୀହରିକୋଟା ଠାରୁ ଚନ୍ଦ୍ରୟାନ ୩ ଉତକ୍ଷେପଣ ହେଉଥିବାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

୧୪ ଜୁଲାଇ ରେ ଇସ୍ରୋ ଚନ୍ଦ୍ରୟାନ ୩ ର ଉତକ୍ଷେପଣ କରିଥିଲା। ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଥିବା ସମୟରେ ଗୋଟିଏ ରକେଟ୍ ଉତକ୍ଷେପଣ ହେଉଥିବାର ଭିଡିଓ ଶୁଟ୍ କରିଛନ୍ତି। ସେହି ଭିଡିଓକୁ ବିଭିନ୍ନ ସୋସିଆଲ ମଇଦା ରେ ଭାଇରାଲ କରା ଯାଉଛି ଯେ ଏହା ଚନ୍ଦ୍ରୟାନ ୩ ର ଉତକ୍ଷେପଣ ହେଉଥିବାର ଭିଡିଓ […]

Continue Reading