ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ଏଡିଟ୍ କରି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମୋଦିଙ୍କ ସାଙ୍ଗରେ କିଛି ମହିଳା କିର୍ତ୍ତନ କରୁଥିବାର ଦେଖାଯାଉଛନ୍ତି। ଭାଇରାଲ ଭିଡିଓ ସହ ଦାବି କରାଯାଉଛି ଯେ, ଭିଡିଓ କୋରୋନା କଳର ଅଟେ। ଯେତେବେଳେ ଲୋକମାନେ କୋରୋନା ସହିତ ଲଡ଼ୁଥିଲେ, ସେତେ ବେଳେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୀ ଫିଲ୍ମ ଗୀତରେ କିର୍ତ୍ତନ କରୁଥିଲେ।  Babeena Pattanayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ୟେ […]

Continue Reading

କ’ଣ ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ରୋଗକୁ ପତ୍ନୀ ମାନଙ୍କ ସହିତ ତୁଳନା କରିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ “କରୋନା ପତ୍ନୀ ମାନଙ୍କ ପରିକା। ପ୍ରଥମେ ଆପଣ ତାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆପଣ ପଛେ ଅନୁଭବ କରନ୍ତି ଯେ ଆପଣ ଏହାକୁ ନିୟନ୍ତ୍ରଣ କରି ପାରିବେ ନାହିଁ। ଏହା ପରେ ଆପଣ ତା ସ୍ସାହିତ ରହିବା ଶିଖି ଯିବେ।” ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook […]

Continue Reading

କଂଗ୍ରେସ ନେତା ଡଲି ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଥିବା ଭିଡିଓକୁ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଭାଇରାଲ ଭିଡିଓ ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଭିଜୁଆଲ ଅଟେ। ଏବଂ ସେ ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭାରତରେ COVID-19 ସଙ୍କଟକୁ ଠିକ୍ ରୁପେ ଧ୍ୟାନ ନ ଦେଇଥିବାର ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Rajeeb Khadanga ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ […]

Continue Reading

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

ସୋସିଆଲ ମିଡିଆରେ କୋରୋନା ଉପଚାରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର ରାମ କୋଭିଡ-19 ଚିକିତ୍ସା ବା ମୁକାବିଲା ପାଇଁ ଏକ ଘରୋଇ ଉପଚାର ଯାହା ଆବିଷ୍କାର କରିଛନ୍ତି। ଏହାକୁ WHO ମଧ୍ୟ ଅନୁମୋଦନ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇ ଚାମଚ ମହୁ ଲଗାତାର 5 ଦିନ […]

Continue Reading

କ’ଣ ଭାଇରାଲ ହେଉଥିବା ଫୋଟୋ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ ନିର୍ମିତ ହେଇଥିବା କରୋନାର ଡାକ୍ତରଖାନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ଅନେକ ସାମାଜିକ ସଂଗଠନ କରୋନାର ଏହି ଦ୍ଵିତୀୟ ଲହର ସମୟରେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମଇଦାରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଏବଂ ଦାବି କରା ଯାଇଅଛି ଯେ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ କରୋନା ରୋଗୀଙ୍କ ପାଇଁ ଏକ ଡାକ୍ତରଖାନା ସ୍ଥାପନ କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? ମୁମ୍ବାଇର ସ୍ବାମିନାରାୟଣ ମନ୍ଦିର କୁ […]

Continue Reading

2019 କୁମ୍ଭମେଳା ଫଟୋକୁ ବର୍ତ୍ତମାନକ କହି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ କୁମ୍ଭମେଳାର ଏକ ଫଟୋ ଭାଇରାଲ ହେବାରେ ଲାଗାଛି। ଯେଉଁଥିରେ ଅସଂଖ୍ୟ ଲୋକ ଦେଖାଯାଉଛନ୍ତି। ଫଟୋ ସହ ଦାବି କରାଯାଇଛି ଯେ. ପୂର୍ବ ବର୍ଷ ତବଲିକମାନଙ୍କୁ ଜେପରି ଦାୟୀ କରାଯାଇଥିଲା, ସେହି ପରି ଏବର୍ଷର କୁମ୍ଭମେଳାର ହୋଇଥିବା ଜନ ଗହଳିକୁ ଦେଖ। କୋରୋନା ଥିବା ସତ୍ୱେ ମଧ୍ୟ ସଂଖ୍ୟାଧିକ ଲୋକ କୁମ୍ଭ ମେଳାରେ ସାମିଲ ହୋଇଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ଅଟେ।  10 ଏପ୍ରିଲରେ Amiya Pandav ନାମକ […]

Continue Reading

ଭକ୍ତମାନେ କ’ଣ ଭଗବାନଙ୍କ କୋରୋନା ଚିକିତ୍ସା କରୁଛନ୍ତି ? ଜାଣନ୍ତୁ ସତ୍ୟ ।

14 ଅଗଷ୍ଟରେ Pinku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଭଗବାନ ଖଟରେ ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭକ୍ତମାନେ ଭଗବାନଙ୍କୁ କୋରୋନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏକି ପାଲା ଚାଲିଛି, ଭକ୍ତେ ଭଗବାନ ଙ୍କୁ Covid hospital ରେ ଭର୍ତ୍ତି କରିଦେଲେଣି, ମଣିଷଙ୍କ ପାଇଁ ଯେଉଁ ଚିକିତ୍ସା. ଭଗବାନଙ୍କ ପାଇଁ ସେହି ଚିକିତ୍ସା ତ। […]

Continue Reading

କ।ଣ ଅମିତ ଶାହଙ୍କର କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି? ଜାଣନ୍ତୁ ସତ୍ୟ।

୯ ଅଗଷ୍ଟରେ ଓଡିଶାର ପ୍ରସିଦ୍ଧ ନ୍ୟୁଜ ଚ୍ୟାନାଲ ଓଟିଭି ନିଜ ପତ୍ରିକାରେ ଅମିତ ଶାହଙ୍କ କୋରୋନା ପରୀକ୍ଷା ନେଗେଟିଭ୍ ଆସିଥିବା ଦାବି କରିଛି। ଏହି ଖବର ଅମିତ ଶାହଙ୍କ ସହକର୍ମୀ ମନୋଜ ତିଵାରୀଙ୍କ ଟୁଇଟ କରିଥିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୨ ତାରିଖରେ ଅମିତ ଶାହ କୋରୋନା ଆକ୍ରାନ୍ତ ହେଇଥିବା କଥା ନିଜେ ଟୁଇଟ କରି ଜଣାଇ ଥିଲେ। ତାଙ୍କ ଚିକିତ୍ସା ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ହେଉଛି।  OTV | Archive […]

Continue Reading

କୋରୋନା ର pH ସ୍ତର କେତେ ଅଟେ? କ’ଣ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହେଇଥାଏ? ଆସନ୍ତୁ ସତ୍ୟ କଣ ଜାଣିବା।

କୋରୋନା ନେଇ ଲୋକଙ୍କ ମଧ୍ୟରେ ସଚେତନା ନ ବଢେଇ ସୋସିଆଲ ମିଡିଆରେ କୋରୋନା ବିଷୟରେ ଅନେକ ଗୁଜବ ଭାଇରାଲ କରା ଯାଉଅଛି। ଏହା ମଧ୍ୟରୁ ଆମେ ଦେଖିବା କୁ ପାଇଛୁ ଯେ କିଛି ପୋଷ୍ଟ ଘରେ ତିୟାରି ପ୍ରତିକାର କୁ ନେଇ ଅନେକ ମେସେଜ ଭାଇରାଲ କରା ଯାଉଅଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନା କୁ ଆସିଛି ଯେଉଁ ଥିରେ ଦାବି କରା ଯାଇଅଛି ଯେ କ୍ଷାର ଖାଦ୍ୟ ସେବନ କରିଲେ କୋରୋନା ନଷ୍ଟ ହୋଇଥାଏ। […]

Continue Reading

କ’ଣ ମଦ ସେବନ କରିଲେ କୋରୋନା ଭୂତାଣୁ ନଷ୍ଟ ହୋଇଥାଏ? କ’ଣ ବର୍ତମାନ ବଜାରରେ ମଦ ବୋତଲ ରେ ଏନ୍ଟି କୋରୋନା ଲେଖା ହେଇଥିବା ମିଳୁଛି? ଜାଣନ୍ତୁ ସତ୍ୟ।

ବିଶ୍ଵରେ କୋରୋନା ବ୍ୟାପିବା ପରେ ଏହା କୁ ନେଇ ଅନେକ ଗୁଜବ ସୃଷ୍ଟି ହେଇଛି। ଏହା କୁ ନେଇ ଲୋକେ ସୋସିଆଲ ମିଡିଆ ରେ ନିଜ ମତ ଏବଂ ପରାମର୍ଶ ଦେଇଥିବା ଦେଖିବା କୁ ମଧ୍ୟ ମିଳିଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ପରି ଅନେକ ଗୁଜବ ଯେଉଁଟା ସୋସିଆଲ ମିଡିଆରେ ଭାଇରାଲ ହେଇଛି ତାହା ବୁସେରେ ସତ୍ୟ ଲୋକଙ୍କ ସାମନା କୁ ଆଣିଛି। ୧୪ ଜୁଲାଇ ୨୦୨୦ ରେ ଜଣେ ବ୍ୟକ୍ତି ଶରେଛାତ ଏପ୍ ରେ […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନଙ୍କ ଏହି ଭିଡିଓ ନାନବଟି ହସ୍ପିଟାଲର ଅଟେ? ଜାଣନ୍ତୁ ସତ୍ୟ।

କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନ ନାନବଟି ହସ୍ପିଟାଲ ରୁ ଗୋଟିଏ ଭିଡିଓ ଶେୟାର କରି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କୋରୋନା ସମୟରେ ନାନାବତୀ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ଓ ପରିଶ୍ରମ କୁ ନେଇ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟ ରେ ଦାବି କରା ଯାଇଅଛି ଯେ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ […]

Continue Reading

କ’ଣ କୋରୋନା ରୋଗୀଙ୍କ ମୃତ ଶରୀର କୁ ଚୀନ ସମୁଦ୍ରରେ ଫୋପାଡ଼ି ଦୁନିୟା ରେ କୋରୋନା ସଙ୍କ୍ରାମାନ ବିସ୍ତାର କରିବା କୁ ଚାହୁଁଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଗୋଟିଏ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ଚୀନ କୋରୋନା ସଂକ୍ରମଣ ରେ ମୃତ୍ୟୁ ହେଇଥିବା ମର ଶରୀର କୁ ସମୁଦ୍ର ଦ୍ଵାରା ବିଭିନ୍ନ ଦେଶ କୁ ପଠାଇଛି। କିଛି କୋରୋନା ସଂକ୍ରମିତ ଶରୀର ସମୁଦ୍ର ଦ୍ଵାରା ଭାସି ଭାସି ଭାରତ ରେ ମଧ୍ୟ ପହଞ୍ଚିଛି ବୋଲି ମଧ୍ୟ ଦାବି କରିଛନ୍ତି।  ଏହା ପରେ ଆମେ ଭିଡିଓ […]

Continue Reading

କୁକୁଡ଼ା ଛୁଆ ବୁଲୁଥିବା ଭାଇରାଲ ଭିଡ଼ିଓ ଆସାମର ନୁହେଁ ବରଂ ପାକିସ୍ତାନ,କରାଚିର ଅଟେ। ଭିଡ଼ିଓର କୋରୋନା ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ହଜାର ସଂଖ୍ୟାର କୁକୁଡ଼ା ଛୁଆ ବୁଲୁଥିବାର ଦେଖା ଯାଉଛିନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, କରୋନା ପାଇଁ ଆସାମରେ ହଜାର ସଂଖ୍ୟାର ଅଣ୍ଡା ଫିଙ୍ଗି ଦେଇଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଆସାମରେ ଆପେ ଆପେ କୁକୁଡ଼ା ଛୁଆ ହଜାର ସଂଖ୍ୟାରେ ଜନ୍ମ ନେଇଛନ୍ତି। ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କୋରୋନା ଆତଙ୍କରେ କୁକୁଡ଼ା ଅଣ୍ଡାକୁ ଫିଙ୍ଗି ଦିଆ ଯାଇଥିଲେ। ତଳେ ଭିଡ଼ିଓ ଦେଖନ୍ତୁ। ତେବେ […]

Continue Reading

କୋରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ କ’ଣ ରୁଷ ରାସ୍ତାରେ ସିଂହ ଛାଡ଼ିଚି? ଭାଇରାଲ ଫୋଟୋ କ’ଣ ରୁଷର ଅଟେ? ଜାଣନ୍ତୁ ସତ୍ୟ।

 କୋରୋନାଭାଇରସ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିଛି। ଏପର୍ଯ୍ୟନ୍ତ 3 ଲକ୍ଷ 39 ହଜାର 39 ଟି ମାମଲା ସାମନାକୁ ଆସୀ ସାରିଛି। 14 ହଜାର 698 ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହି ସମୟରେ 99 ହଜାର 14 ଜଣ ଲୋକ ଏହି ରୋଗରେ ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କରୋନାଭାଇରସ୍ ବିଷୟରେ ଅନେକ ଭୁଲ ଧାରଣା ମଧ୍ୟ ପ୍ରସାରିତ ହେଉଛି। ସୋସିଆଲ ମିଡିଆରେ ଏପରି ଏକ ଦାବି […]

Continue Reading