ଭାରତୀୟ ସେନାଙ୍କ ବିରୋଧରେ କୌଣସି ରାଜନୈତିକ ଦଳ ବିରୋଧ ପ୍ରଦର୍ଶନ କରିନାହାନ୍ତି।
ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ ନେତାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ କିଛି ଲୋକ ଭାରତୀୟ ସୈନ୍ୟଙ୍କ ବିରୋଧରେ ପ୍ରଦର୍ଶନ କରୁଥିବାର ଦେଖା ଯାଉଛି। ଫଟୋ ମାଧ୍ୟମରେ ଦାବି ହେଉଛି ଯେ, ଏହି ଦଳିୟ ନେନାମାନେ ଭାରତୀୟ ସେନା ଚୀନ୍ ସୈନିକଙ୍କ ଉପରେ ଗୁଳି କରିଥିବାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। 20 ଜୁନରେ Tridip Kumar Nandi ନାମକ ଜଣେ […]
Continue Reading