କ’ଣ ଭିଡିଓ ରେ ଗୀତ ଗାଉ ଥିବା ବ୍ୟକ୍ତି ଦୀପକ ବସନ୍ତ ସାଠେ ଅଟନ୍ତି? ଜାଣନ୍ତୁ ସତ୍ୟ।
କିଛି ଦିନ ପୂର୍ବରୁ କେରଳରେ ହେଇ ଥିବା ବିମାନ ଦୁର୍ଘଟଣାରେ ନିଜ ଜୀବନ ହରାଇଥିଲେ ପାଇଲାଟ୍ ଦୀପକ ବସନ୍ତ ସାଠେ। ଏହି ବିମାନ ଦୁବାଇ ରୁ କେରଳର କୋଜିକୋଡ଼େ ଆସୁଥିଲା। ପାଇଲାଟ୍ ଦୀପକ ସାଠେଙ୍କ ସହକର୍ମୀ ପାଇଲାଟ୍ ଅଖିଲେଶ କୁମାର ମଧ୍ୟ ନିଜ ଜୀବନ ହରାଇଛନ୍ତି। ଏହି ସମୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ଜଣେ ବାୟୁ ସେନା ପୋଷାକ ପିନ୍ଧି ଗୋଟିଏ ଗୀତ ଗାଇବା ଦେଖିବାକୁ ମିଳିଛି। ୮ ଅଗଷ୍ଟ ରେ ଫେସବୁକର ବିଜେଡି […]
Continue Reading