3 ଏପ୍ରିଲରେ ଛତିଶଗଡର ବିଜେପୁର ନକ୍ସଲ ଆକ୍ରମଣରେ ଏହି 22 ଜଣ ଯବାନ ପ୍ରାଣ ହରାଇଛନ୍ତି?

ଛତିଶଗଡର ବିଜପୁରରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ 22 ସୈନିକ ସହିଦ ହୋଇଥିଲେ ଏବଂ 32 ଜଣ ଆହତ ହୋଇଥିଲେ। ଏହାକୁ ନେଇ ସୋସିଆଲ  ମିଡିଆରେ ଜନସାଧାରଣ ମଧ୍ୟ ଶହୀଦ ସୈନିକମାନଙ୍କୁ ନିଜ ନିଜ ଉପାୟରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ କୋଲାଜ ମଧ୍ୟ ସେୟାର କରାଯାଉଛି, ଯେଉଁଥିରେ କିଛି ସୁରକ୍ଷା କର୍ମୀଙ୍କ ଫଟୋ ଅଛି ଏବଂ ସେମାନଙ୍କ ନାମ ଦିଆଯାଇଛି। ଏହି କୋଲାଜ ସହିତ ଦାବି […]

Continue Reading

ଓଡ଼ିଆ ଅଭିନେତା ବିଜୟ ମାହାନ୍ତିଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ ।

ଓଡ଼ିଆ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ଦେହ ଅସୁସ୍ଥଥିବାର ଖବର ସାମ୍ନାକୁ ଆସିଥିଲା। ତାଙ୍କ ଦେହ ଅସୁସ୍ଥତାଥିବା ଖବର ଓଡ଼ିଆ ସିନେମା ଜଗତରେ ଦୁଃଖ ପ୍ରକାଶ କରାଯାଉଥିଲା ମଧ୍ୟରେ ତାଙ୍କ ନିଧନର ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଜୟ ମହାନ୍ତିଙ୍କ ନିଧନ ଖବର ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଜୟ ମହାନ୍ତିଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି। Rina Badajena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ବିଜୟ ମମହାନ୍ତିଙ୍କ ଫୋଟୋ ପୋଷ୍ଟ […]

Continue Reading

କ‘ଣ ଏହି ବ୍ୟକ୍ତି କେରଳରେ ମୃତ୍ୟୁ ହୋଇଥିବା ଗର୍ଭବତି ହାତୀକୁ ପଣସରେ ବାଣ ପୁରାଇ ଖାଇବାକୁ ଦେଇଥିଲା?

କେରଳରେ ଏକ ଗର୍ଭବତୀ ହାତୀକୁ ଲୋକମାନେ ସପୁରିରେ ବାମ୍ ରଖି  ଖାଇବାକୁ ଦେଇଥିଲେ। ଯେଉଁଥିରେ ଗର୍ଭବତୀ ହାତୀକୁ ଯନ୍ତ୍ରଣା ହୋଇଥିଲା। ଲୋକମାନଙ୍କର ଏପରି ନିଷ୍ଠୁରତା କାମ ପାଇଁ ଗର୍ଭବତି ହାତୀ ପେଟରେ ଥିବା ଛୁଆର ମଧ୍ୟ ମୃତ୍ୟୁ ହେବା ସହ ହାତୀର ମଧ୍ୟ ମୃତ୍ୟୁ ହୋଇଛି। ଏଥିପାଇଁ କେରଳ ପୋଲିସ ଏହି ମାମଲାରେ କିଛି ଲୋକଙ୍କ ନାମରେ ମାମଲା ରଜୁ କରିଛି। ତେବେ ସୋସିଆଲ ମିଡ଼ିଆରେ ଏକ ଫୋଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି ଯେ, […]

Continue Reading

କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ […]

Continue Reading