ବାଇକ୍ ରେ ପେଟ୍ରୋଲ ଭାରୁଥିବା ସମୟରେ ମହୁମାଛି ଏକାଠି ହୋଇଥିବା ଭିଡିଓ AI ଦ୍ଵାରା ପ୍ରସ୍ତୁତ କରା ଯାଇଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଇକ୍ ରେ ପେଟ୍ରୋଲ ଭାରୁଥିବା ସମୟରେ ତାହା ଆଖ-ପାଖରେ ମହୁମାଛି ବୁଲୁଥିବା ଦେଖିବାକୁ ମିଇଛି। ଭିଡିଓ ସେୟାର କରି ୟୁଜର ମାନେ ଦାବି କରିଛନ୍ତି ଯେ ନୂତନ ଇଥାନଲ ପେଟ୍ରୋଲ ଏପରି ମହୁମାଛିକୁ ଆକର୍ଷିତ କରୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ପ୍ରକୃତ ଘଟଣା ନୁହେଁ। ଏହା AI ଦ୍ଵାରା ପ୍ରସ୍ତୁତ କରା ଯାଇଛି। କ’ଣ ଦାବି […]
Continue Reading