କ’ଣ ଫେସବୁକ ପ୍ରକୃତରରେ ଆପଣଙ୍କର ଅଫ୍ ଫେସବୁକ କାର୍ଯ୍ୟକଳାପକୁ ଦୈନିକ ଭିତ୍ତିରେ ଟ୍ରାକିଂ କରେ? ଜାଣନ୍ତୁ ସତ୍ୟ।

ଦେଶବ୍ୟାପୀ ଲକ୍ ଡାଉନ ଏବଂ ଏହି କଷ୍ଟଦାଯକ ସମୟରେ ସୋସିଆ ମିଡିଆଆମର ସର୍ବୋତ୍ତମ ବନ୍ଧୁ ହୋଇସାରିଛି। ଆମେ କ୍ରମାଗତ ଭାବରେ ସୋସିଆଲ ମିଡିଆ ସହିତ ଯୋଡ଼ି ହୋଇଛୁ। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଭାଇରାଲ ପୋଷ୍ଟ ଦାବି କରିଛି ଯେ fଫେସବୁକ ଆମର ଆମର ସମସ୍ତ ଫେସବୁକ ଏକାଉଣ୍ଟ ଏବଂ ଫୋନ୍ କାର୍ଯ୍ୟକଳାପକୁ ଟ୍ରାକିଂ କରୁଛି ଯାହା ଆମର ବ୍ୟକ୍ତିଗତତଥ୍ୟ ଯେପରିକି ନେଟ୍ ବ୍ୟାଙ୍କିଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ କରେ। ଏହି ଭାଇରାଲ ଭିଡିଓରେ ଏହା ମଧ୍ୟ […]

Continue Reading

କ’ଣ ଫେସବୁକ ମାଲିକ ମାର୍କ ଜୁକରବର୍କ ନୂଆ “ଗ୍ରାଟୁଳା” ଶବ୍ଦ ବାହାର କରିଛନ୍ତି? କ’ଣ ଫେସବୁକର କାମେଣ୍ଟରେ ଏହି ଶବ୍ଦ ଲେଖିଲ ପରେ ଶବ୍ଦଟି ଲାଲ ରଙ୍ଗ ହେଇ ଯିବା ଟା ଏକାଉଣ୍ଟ ହେକ୍ ର ସଂକେତ ଦିଏ? ଜାଣନ୍ତୁ ସତ୍ୟ।

ଫେସବୁକ ବା ଅନ୍ୟ ଅନ୍ୟ ସୋସିଆଲ ମିଡିଆ ଏକାଉଣ୍ଟ ର ସୁରକ୍ଷା ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ। ଦୁନିଆ ରେ ଅନେକ ପ୍ରକାର ର ବିପଦ ସୋସିଆଲ ମିଡିଆ ମାଧ୍ୟମରୁ ଆସି ଥାଏ। ଲୋକଙ୍କ ସୋସିଆଲ ମିଡିଆରେ ଜ୍ଞାନ କମ ଥିବା ଯୋଗୁ ଅନେକ ମିଥ୍ୟା ମଧ୍ୟ ତାଙ୍କ ମନରେ ଭୟ ସୃଷ୍ଟି କରି ଥାଏ। ନିଜ ଏକାଉଣ୍ଟକୁ ସୁରକ୍ଷା ରଖିବା ପାଇଁ ଏହି ସମୟରେ କୌଣସି ମଧ୍ୟ ସୂଚନା ମିଳିଥିବା ରୁ ଲୋକେ ଏହା […]

Continue Reading