କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ ମଦ ବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ଏବଂ ଗିଲାସ ବଢେଇ ଥିବା ସମୟରେ ଗାଡ଼ିରେ ବସି ଥିବା ବ୍ୟକ୍ତି ସେମାନଙ୍କୁ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ କୃଷକ […]

Continue Reading

କ’ଣ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଚାଷୀ ମାନେ ଭାରତ ଜାତୀୟ ପତକାକୁ ଅପମାନିତ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ଭାରତୀୟ ଜାତୀୟ ପତାକା ରେ ଆବୃତ ଫୁଟବଲ ସହିତ ଖେଳୁଥିବା କିଛି ଲୋକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହାତରେ ପତାକା ଏବଂ ଲାଉଡ୍ ସ୍ପିକରର ଏହି ଭିଡିଓ ଏକ ବିରୋଧର ଦୃଶ୍ୟ ପରି ଦେଖାଯାଉଥିଲା।  ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ ଏହା ହେଉଛି ସମ୍ପ୍ରତ୍ତି ସମୟର କୃଷକ ଆନ୍ଦୋଳନର ଏକ ଭିଡିଓ। କେତେକ ଉପଭୋକ୍ତା ଏପରି ପ୍ରଶ୍ନ ମଧ୍ୟ କରିଛନ୍ତି, “ଏହି ଲୋକମାନେ କି ପ୍ରକାର କୃଷକ?” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

କ’ଣ କୃଷକ ଆନ୍ଦୋଳନ ସମୟରେ ଏହି ବ୍ୟକ୍ତିଙ୍କର ସାର୍ଟରେ କଣ୍ଡମ ପ୍ଯାକେଟ ଅଛି କି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ସୀମାରେ ବର୍ତ୍ତମାନ ସୁଧା କୃଷକ ମାନେ କେନ୍ଦ୍ର ଏବଂ ତିନୋଟି କୃଷି ଆଇନ ବିରୁଦ୍ଧରେ ଆଡୋଳନ ଜାରି ରଖିଛନ୍ତି। ଗତ ବର୍ଷ ନଭେମ୍ବର ୨୫ ରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ପଞ୍ଜାବ ଏବଂ ହରିୟାଣାର ହଜାର-ହଜାର କୃଷକ ରାଜଧାନୀ ଅଭିମୁଖ ହୋଇ ‘ଦିଲ୍ଲୀ ଚଳୋ’ ଅଭିଯାନ କରିଥିଲେ ଏବଂ ବିଧାନସଭାର ସମ୍ପୂର୍ଣ ରଦ୍ଦ କରିବାକୁ ଦାବି କରିଥିଲେ।  ଏହି ଆନ୍ଦୋଳନ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ମିଥ୍ୟା ଦାବି ସହିତ ଭାଇରାଲ […]

Continue Reading

କୃଷି ଆନ୍ଦୋଳନର ଏହି ସଗଡ଼ ରାଲି ନ୍ୟୁଜ ଚ୍ୟାନେଲରେ ପ୍ରକାଶିତ କରାଯାଇ ନାହିଁ? ଜାଣନ୍ତୁ ସତ୍ୟତା।

ଏକ ସଗଡ଼ ରାଲିର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯେଉଁଥିରେ ଦାବି କରାଯାଉଛି  ଯେ, ନୂତନ ଚାଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ଭାରତର ପ୍ରତ୍ୟେକ ଗ୍ରାମାଞ୍ଚଳରେ ପହଞ୍ଚିଛି। ଏହା ଗୋଦି ମିଡ଼ିଆକୁ ଦେଖା ଯାଉ ନାହିଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ମିଥ୍ୟା ପ୍ରମାଣିତ ହୋଇଛି।   20 ଫେବୃଆରିରେ Social Media – Odisha PCC ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶର ଗାଁ ଗାଁକୁ […]

Continue Reading

କ’ଣ ଭିଡିଓରେ ବର୍ତ୍ତମାନ ଚାଲୁ ଥିବା କୃଷି ଆନ୍ଦୋଳନର କୃଷକ ମାନଙ୍କୁ ମଦବଣ୍ଟା ଯାଉଛି? ଜାଣନ୍ତୁ ସତ୍ୟ।

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବାରେ ଲାଗିଛି। ଏହି ଘଟଣା ଜଡ଼ିତ ଗୋଟିଏ ଭିଡିଓ ଗତ କିଛି ଦିନରୁ ଭାଇରାଲ ହେଉଛି। ଏହି ଭିଡିଓରେ ଲୋକ ମାନେ ଗୋଟିଏ ଗାଡ଼ି ଭିତରେ ଛୋଟ ବାସନ ବଢେଇ ଥିବା ସମୟରେ ଗାଡ଼ି ଭିତରେ ବସି ଥିବା ବ୍ୟକ୍ତି ତାଙ୍କ ବାସନରେ ମଦ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଅଛି ଯେ ଆନ୍ଦୋଳନ ସମୟରେ […]

Continue Reading

କ’ଣ କୃଷକ ଆନ୍ଦୋଳନକୁ ସମର୍ଥନ କରି କେରଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଖବର ସୋସିଆଲ ମିଡିଆରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଖବର ସହିତ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଡଙ୍ଗାରେ ଲୋକେ ଭାରତର ପତକା ଧରିଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କେରଳରୁ ଆସିଛି ଏବଂ ବର୍ତ୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସମର୍ଥନରେ ଏପରି କରା ଯାଇଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Facebook | Archive […]

Continue Reading

କ’ଣ ଏହି ଭିଡିଓରେ ଜଣେ ବିଜେପିକର୍ମୀ କୃଷକ ମାନଙ୍କୁ ଟ୍ରାକ୍ଟର ତକେ ଦଳି ଚକଟି ଦେଇ ପଳେଇଲେ? ଜାଣନ୍ତୁ ସତ୍ୟ।

ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ କୃଷକ ଏବଂ ପୋଲିସ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରା ଯାଇଅଛି ଯେ ଆନ୍ଦୋଳନରେ ଭାଗ ନେବାକୁ ଆସିଥିବା ଜଣେ ବୃଦ୍ଧ ମହିଳାଙ୍କୁ ବିଜେପି କର୍ମୀମାନେ ଟ୍ରାକ୍ଟରରେ ଦଳି ଦେଇ ପଳେଇଲେ।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  Archive Link Facebook | Archive ଏହି ଘଟଣା ଲଜ୍ଜାଜନକ ବୋଲି କହି କଂଗ୍ରେସ […]

Continue Reading

ପୁରୁଣା ଫଟୋକୁ ଚାଷୀ ଏବଂ ଚାଷୀ ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।

ଦୁଇ ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ 26 ଜାନୁଆରୀରେ ହିଂସାତ୍ମକ ରୂପ ନେଇଥିଲା। ଟ୍ରାକ୍ଟର ରାଲୀରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରି ଲାଲ କିଲା ସମେତ ଅନେକ ସ୍ଥାନରେ ଭଙ୍ଗାରୁଜା କରିଥିଲେ। ଏହି ହିଂସାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠୀ ଚାର୍ଜ କରିବାକୁ ପଡ଼ିଲା।  ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, […]

Continue Reading

କ’ଣ ଏହି ଫୋଟୋରେ ଶାହିନବାଗ ଦାଦି ବିଲକିସ ବାନୋ କୃଷକ ଆନ୍ଦୋଳନରେ ନିଜ ଯୋଗଦାନ ଦେଇଥିବାର ଫୋଟୋ ଅଟେ। ଜାଣନ୍ତୁ ସତ୍ୟ।

କୃଷକ ଆନ୍ଦୋଳନ ଗତ କିଛି ସପ୍ତାହରୁ ଲାଗି ରହିଛି। ଏହି ଆନ୍ଦୋଳନ ନେଇ ଫେକ୍ଟ କୃସେଣ୍ଡୋ ନେକ ବିଭ୍ରାନ୍ତକରି ପୋଷ୍ଟକୁ ମିଥ୍ୟା ବୋଲି ପ୍ରମାଣ କରିଛି। ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଶାହିନବାଗ ଧାରଣାର ପ୍ରସିଦ୍ଧ ଦାଦି ବିଲକିସ ବାନୋ ବର୍ତମାନ କୃଷକ ଆନ୍ଦୋଳନରେ ଯୋଗଦାନ ଦେଇଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? […]

Continue Reading

କ’ଣ କୃଶକ ଆନ୍ଦୋଳନରେ ଯୋଗଦାନ ଦେଇଥିବା ଚାଷୀଙ୍କୁ କଣ୍ଡମ୍ ବଣ୍ଟା ଯାଉଅଛି? ଜାଣନ୍ତୁ ସତ୍ୟ।

କୃଶକ ଆନ୍ଦୋଳନ ନେଇ ଅନେକ ମିଥ୍ୟା ପୋଷ୍ଟ ଏବଂ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ସମୟରେ ଗୋଟିଏ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ଗୋଟିଏ ଫୋଟୋ ଏବଂ ଗୋଟିଏ ଭିଡିଓ ଅଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ବର୍ତ୍ତମାନ ଚାଲୁଥିବା କୃଶକ ଆନ୍ଦୋଳନ ସମୟରେ ଚାଷୀ ମାନଙ୍କୁ କଣ୍ଡମ୍ ବଣ୍ଟା ଯାଉଅଛି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୨ […]

Continue Reading

କ’ଣ ଚାଷୀ ମାନଙ୍କର ଉପରେ ପାଣି ତୋପ ବ୍ୟବହାର କରୁଥିବା ଏହି ଭିଡିଓ ବର୍ତ୍ତମାନ ଚାଲୁ ଥିବା କୃଷକ ଆନ୍ଦୋଳନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ସେପ୍ଟେମ୍ବର ୨୦୨୦ ରେ କୃଷି ସମ୍ବନ୍ଧୀୟ ତିନୋଟି ବିଲ୍ ଲୋକସଭା ଏବଂ ରାଜ୍ୟରଭାରେ ପାରିତ ହୋଇଥିଲା। ଏହି ବିଲ୍ ଗୁଡ଼ିକ ହେଲା “କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ଅଧିନିୟମ ୨୦୨୦, କୃଷି ଚୁକ୍ତିନାମା ମୂଲ୍ୟ ନିର୍ଧାରଣ ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ ୨୦୨୦।” ସେପ୍ଟେମ୍ବର ୨୮ ରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନୋଟି ବିଲ୍ କୁ ମଞ୍ଜୁରୀ ଦେଇ ଏହାକୁ ଆଇନ ଘୋଷଣା କରିଥିଲେ। ସେବେଠାରୁ କୃଷକ ମାନେ ଏହାକୁ କୃଷକ ବିରୋଧୀ କହି […]

Continue Reading

କ’ଣ ତିରଙ୍ଗାର ଅପମାନ ହେଉଥିବା ଏହି ଫୋଟୋ ବର୍ତ୍ତମାନ କୃଷକ ଆନ୍ଦୋଳନର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ କୃଷକ ଆନ୍ଦୋଳନ ନେଇ ଅନେକ ପ୍ରଚାର ଚାଲିଛି। ସେହି ଭଳି ଗୋଟିଏ ପୋଷ୍ଟରେ କିଛି ଯୁବକ ଭାରତୀୟ ପତାକାକୁ ଅପମାନ କରୁଥିବା ଏକ ଫୋଟୋ ସେୟାର କରି ଏହାକୁ ଚାଲୁଥିବା କୃଷକ ଆନ୍ଦୋଳନ ସହ ଯୋଡ଼ୁଛନ୍ତି।  ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ପୋଷ୍ଟର? ୧୫ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ କିଛି ଲୋକ ଭାରତ ପତାକାକୁ ଅପମାନ […]

Continue Reading

କ’ଣ କୃଷକ ଆନ୍ଦୋଳନ ମଧ୍ୟରେ ମୋଦୀଜି ଯୋଗ କରୁଛନ୍ତି? ଜାଣନ୍ତୁ ସତ୍ୟ।

କୃଷି ଆଇନ ବିରୁଦ୍ଧରେ ବର୍ତମାନ ଦେଶ ସାରା ଆନ୍ଦୋଳନ ଚାଲିଛି। ସରକାର ବିରୋଧୀ ଲୋକମାନେ ଏହି ପରିସ୍ଥିତିର ସୁଯୋଗ ନେଉଛନ୍ତି ଏବଂ ଅନେକ ନକଲି ପୋଷ୍ଟ ଏବଂ ଭିଡିଓ ଭାଇରାଲ କରୁଛନ୍ତି। ବର୍ତମାନ ଗୋଟିଏ ପୋଷ୍ଟ ସାମନାକୁ ଆସିଛି ଯେଉଁଥିରେ ମୋଡିଜି ଆନ୍ଦୋଳନ ମଧ୍ୟରେ ଯୋଗ କରିବା ଦେଖିବାକୁ ମିଳିଛି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।   କ’ଣ ଦାବି ଏହି ପୋଷ୍ଟର? ୯ ଡିସେମ୍ବରରେ ଜଣେ […]

Continue Reading

2013 ଫଟୋକୁ ବର୍ତ୍ତମାନର କୃଷକ ବିରୋଧ ପ୍ରଦର୍ଶନ ଦାବିରେ ଭାଇରାଲ କରାଯାଉଛି।

ଦେଶସାରା କୃଷକମାନଙ୍କର ଆନ୍ଦୋଳନ ଚାଲୁଥିବା ବେଳେ, ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲିଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ହାତରେ ବାଡ଼ି ଏବଂ ପଥର ଧରିଛନ୍ତି। ଅନ୍ୟପଟେ ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ବୃଦ୍ଧ ବ୍ୟକ୍ତିକୁ ଡରଉଥିବାର ଦେଖାଯାଉଛିନ୍ତି। ଏହି ଫଟୋକୁ କୃଷକ ବିରୋଧ ପ୍ରଦର୍ଶନ ସହ ଜୋଡ଼ି ଭାଇରାଲ କରାଯାଉଛି। 21 ସେପ୍ଟେମ୍ବରରେ Pravat Panigrahi ନାମକ ଜଣେ […]

Continue Reading