କ’ଣ ଭାଇରାଲ ଫୋଟୋ ମରକ୍କୋରେ ଘଟିବା ଭୟଙ୍କର ଭୂମିକମ୍ପର ଗୋଟିଏ ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ନିକଟରେ ମରକ୍କୋ ଦେଶ ଗୋଟିଏ ଭୟଙ୍କର ଭୂମିକମ୍ପର ସାମନା କରିଛି। ଏହି ଭୂମିକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ବାହାନ ଓ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଏହା ମରକ୍କୋରେ ଆସିଥିବା ସବୁଠାରୁ ବିଶାଳ ଭୂମିକମ୍ପ ବୋଲି କୁହା ଯାଉଛି।  ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ବାହାନ ଭଙ୍ଗା ଅବସ୍ଥାରେ […]

Continue Reading

କ’ଣ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ମଧ୍ୟରେ ଗୋଟିଏ ବୁଲ୍ଦୋଜର ରାସ୍ତାରୁ ପାଣି ହଟାଉଚି? ଜାଣନ୍ତୁ ସତ୍ୟ?

ଗତ କିଛି ସପ୍ତାହ ହେବ ପ୍ରବଳ ବର୍ଷା ହେତୁ ବେଙ୍ଗାଲୁରୁ ସହରରେ ବନ୍ୟା ପରିସ୍ଥିତି ହୋଇ ସହର ପାଣିରେ ବୁଡି ରହିଛି। ଏହା ଦ୍ଵାରା ଜନସାଧାରଣ ଲୋକଙ୍କୁ ସମସ୍ଯାର ସାମନା କରିବାକୁ ପଡୁଛି। ସହରରେ ପରିବହନ ସହିତ ଅନେକ ସାମାନ୍ୟ ସୁବିଧାରେ ମଧ୍ୟ ଅମସ୍ୟା ଉତପନ ହୋଇଛି।  ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ପଣି ଜମି ରହିଥିବା ସମୟରେ ଗୋଟିଏ ବୁଲ୍ଦୋଜର ପାଣି […]

Continue Reading

ପ୍ରବଳ ବର୍ଷା ପରେ ବେଙ୍ଗାଲୁରୁ ସହରର ରାସ୍ତାରେ ଦେଖିବାକୁ ମିଳିଛି କୁମ୍ଭୀର। କେତେ ସତ୍ୟ ଏହି ଘଟଣା?

ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ସହର ପାଣିରେ ବୁଡି ରହିଛି ଏହା ଫଳରେ ସହରରେ ଲୋକଙ୍କୁ ଅନେକ ଅସୁବିଧା ଏବଂ ସମସ୍ଯାର ସାମନା କରିବାକୁ ପଡୁଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଙ୍ଗାଲୁରୁ ସହରର ପରିସ୍ଥିତି ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହା ମଧ୍ୟରେ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଦେଖିବାକୁ ଇଲିଛି ଯେ ରାସ୍ତାରେ ପଣି ଜମି ରହିଥିବା ବେଳେ ସେଠାରେ ଏକ କୁମ୍ଭୀର ବୁଲୁଛି। ସୋସିଆଲ […]

Continue Reading

ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।

ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ।  Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ […]

Continue Reading

2020 ମେକ୍ସିକୋ ଭିଡିଓକୁ ଆନ୍ଧ୍ରପ୍ରଦେଶ ବନ୍ୟାରେ ଗାଈ ଭାସିଜିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ଖବର ପ୍ରକାଶିତ ହେବା ମଧ୍ୟରେ  ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ  ପାଣିରେ ଭାସି  ଯାଉଥିବା ଦେଖାଯାଉଛନ୍ତି। ସୋଶିଆଲ ମିଡିଆ ୟୁଜର୍ସ ଏହାକୁ ଆନ୍ଧ୍ରପ୍ରଦେଶର ବୋଲି କହି ଏହାକୁ ଭାଇରାଲ କରୁଛନ୍ତି। ଫ୍ୟାକ୍ଟ କ୍ରିସେଣ୍ଡୋ ପୋଷ୍ଟକୁ ବିସ୍ତୃତ ଭାବରେ ଯାଞ୍ଚ କରିବା ପରେ  ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ୍ ଭିଡିଓର ଆନ୍ଧ୍ରପ୍ରଦେଶ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ […]

Continue Reading

କ’ଣ ଭିଡିଓରେ ଥିବା ଦୃଶ୍ୟ ପ୍ରବଳ ବର୍ଷାରେ ପ୍ରଭାବିତ ହେଇଥିବା ଚେନ୍ନାଇ ବିମାନ ବନ୍ଦରର ଅଟେ? ଜାଣନ୍ତୁ ସତ୍ୟ।

ବଂଗୋପ ସାଗରରେ ଲଘୁଚାପ ନେଇ ଦେଶର ପୂର୍ବ ସମୁଦ୍ର କୁଳ ଅଞ୍ଚଳ ପ୍ରବଳ ବର୍ଷାର ସାମନା କରୁଛି। ଏହା ମଧ୍ୟରୁ ଛେନାଇର ନାମ ମଧ୍ୟ ଆସିଛି। ବର୍ଷା କାରଣରୁ ସହରରେ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ଲୋକଙ୍କୁ କଠିନ ପରିସ୍ଥିତିର ସାମନା କରିବାକୁ ପଡୁଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳିଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଏକ ବିମାନ […]

Continue Reading

କ’ଣ ଭିଡିଓରେ ଥିବା ବନ୍ୟାର ଏହି ଦୃଶ୍ୟ ମହାରାଷ୍ଟ୍ର ରାଜ୍ୟର ଅଟେ? ଜାଣନ୍ତୁ ସତ୍ୟ।

ଗତ ମାସ ମହାରାଷ୍ଟ୍ର ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲା ଏବଂ ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଅନୁଭୂତ ହୋଇଥିଲା। ସେଠାରେ ଅନେକ ସମ୍ପତ୍ତି ଏବଂ ଭିତ୍ତିଭୂମିର ଖ୍ଯାତି ସମେତ ଜୀବନହାନି ଘଟିଛି। ମହାରାଷ୍ଟ୍ର ଲୋକେ ଏହି ବନ୍ୟା ସ୍ଥିତିର ଯନ୍ତ୍ରଣା ଭୋଗୁଥିବାବେଳେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ସମାନ ଘଟଣା ସମ୍ବନ୍ଧୀୟ ଭିଡିଓ ଏବଂ ପୋଷ୍ଟ ସେୟାର କରିଛନ୍ତି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛିଯେ […]

Continue Reading

ଗାଈ ଗୋରୁ ଭାସିଆସୁଥିବା ଏହି ଭିଡିଓ ଭାରତର ନୁହେଁ ମେକ୍ସିକୋ ଦେଶର ଅଟେ ।

ବାର୍ଷା ଲାଗିରହିଥିବାରୁ ଦେଶର ଅଲଗା ଅଲଗା ଜାଗାରେ ବନ୍ୟାର ସ୍ଥିତି ବାନିଯାଇଛି। ଜାଗା ଜାଗାରେ ପାଣି ଭର୍ତ୍ତି ହୋଇଥିବାରୁ ଲେକଙ୍କୁ ଏ ନେଇ ଅନେକ ଅସୁବିଧାର ସମ୍ନା କରିବାକୁ ପଡ଼ୁଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଗାଈ ବନ୍ୟା ପାଣିରେ ଭାସିଯାଉଥିବାର ଦେଖା ଯାଉଛନ୍ତି। ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ଭାରତର ଅଟେ।  Jagat news ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଦାବି କରାଯାଇଛି […]

Continue Reading

ପୁରୁଣା ଫୋଟୋକୁ ବର୍ତ୍ତମାନ ବର୍ଷାରେ ମୁମ୍ବାଇ ବେହାଲ ହେବା ଦାବିରେ ଭାଇରାଲ କରାଯାଉଛି।

ଲଗାଣ ବର୍ଷାରେ ଦେଶର ଅଲଗା ଅଲଗା ଜାଗାରେ ଜଳପୂର୍ଣ୍ଣ ହେବାର ଖବର ସମ୍ନାକୁ ଆସୁଛି। ଏହାର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। 6 ଅଗଷ୍ଟରେ Vision odisha Creation ନାମକ ଏକ ପେଜରେ କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରାସ୍ତାରେ ପାଣି ଭର୍ତ୍ତି ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଲଗାଣ ବର୍ଷାରେ ମୁମ୍ବାଇ ବେହାଲ, ସହରର ବିଭିନ୍ନ ସ୍ଥାନ ଜଣାର୍ଣ୍ଣବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଅଟେ? ଜାଣନ୍ତୁ ସତ୍ୟ।

୨୨ ଜୁଲାଇ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ଭାରି ବଢିୟା ନାମକ ଫେସବୁକ ଗ୍ରୁପ ରେ କିଛି ଫୋଟୋ ପୋଷ୍ଟ କରି ଦାବି କାରୋଛନ୍ତି ଯେ ଏହି ଫୋଟୋ ଗୁଡ଼ିକ ଏହି ବର୍ଷ ଆସାମ ରେ ଆସିଥିବା ବନ୍ୟାର ଫୋଟୋ ଅଟେ। ଏହି ପୋଷ୍ଟରେ କୁହା ଯାଇଅଛି ଯେ କିଛି ଲୋକେ ବନ୍ୟା ଜଳରୁ ଅଳ୍ପ କିଛି ଚାଷରୁ ଅମଳ ଧାନ, ଘରୋଇ ସାମଗ୍ରୀ ଏବଂ ଗୃହ ପାଳିତ ପଶୁଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ […]

Continue Reading