2012 ମସିହା ଆନ୍ଧ୍ରପ୍ରଦେଶ ଭିଡିଓକୁ ବର୍ତ୍ତମାନ ହାଇଦ୍ରାବାଦ ବନ୍ୟା ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

ହାଇଦ୍ରାବାଦରେ ଲଗାଣ ବର୍ଷା ପାଇଁ ଜଳମଗ୍ନ ହୋଇଛି। ଏହାର ଭିଡିଓ ସୋସିଅଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜାଗା ଜାଗାରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରେଳ ବ୍ରିଜରେ ବନ୍ୟା ପାଣି ଭର୍ତ୍ତି ହେଉଥିବାର ଦେଖା ଯାଉଛି। ଭିଡିଓରେ ରେଳ ବ୍ରିଜ ଉପରେ ପ୍ରବଳ ମାତ୍ରାପେ ପାଣି ଆସୁଥିବାର ଦେଖାଯାଉଛି। ଏହାକୁ ହାଇଦ୍ରାବାଦ ରେଳ ବ୍ରିଜରେ ବନ୍ୟା ସ୍ଥିତି ବନିଥିବା ନେଇ ଭାଇରାଲ  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ବର୍ତ୍ତମାନର […]

Continue Reading

ବାହିର ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବା ଭିଡିଓ ବର୍ତ୍ତମାନର ନହେଁ ।

କୋରୋନା ମହାମାରି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା ହେବାରେ ଲାଗିଛି । 28 ଜୁଲାଇରେ Bikash Garabadu ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏହ ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବାର ଦେଖା ଯାଉଛି। ପାଣି ଭର୍ତ୍ତି ହୋଇଥଇବା ହସ୍ପିଟାଲରେ ରୋଗିମାନେ ଚିକିତ୍ସିତ ହେଉଥିବାର ଦେଖା ଯାଉଛନ୍ତି । […]

Continue Reading