ଶ୍ରୀଗଙ୍ଗାନଗର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭାବରେ କିଛି ଲୋକଙ୍କର ଅସମ୍ପର୍କିତ ଭିଡିଓ ଭାଇରାଲ ହେଉଛି।
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ଜୁନ୍ ୧୮ ରୁ ୨୩ ତାରିଖ ମଧ୍ୟରେ ଅପହରଣ କରି ସହରର ବିଭିନ୍ନ ହୋଟେଲରେ ରଖାଯାଇଥିଲା ଏବଂ ପାଞ୍ଚ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ୩୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଅପରାଧ ଘଟିଥିବା ୩ଟି ହୋଟେଲକୁ ଭାଙ୍ଗି ଦେଇଛି। ଏହି ପ୍ରସଙ୍ଗରେ, ଦୁଇଟି କ୍ଲିପ୍ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]
Continue Reading