କ’ଣ ତେନ୍ଦୁଆ ଏବଂ ଗାଈ ପରସ୍ପର ପ୍ରେମ କରୁଥିବା ଫୋଟୋ ଆସାମ ରାଜ୍ୟର। ଜାଣନ୍ତୁ ସତ୍ୟ।

୧୨ ଜୁଲାଇ ୨୦୨୦ ରେ ଓଡ଼ିଆ ପୁଅ ଝିଅ ନାମକ ଗୋଟିଏ ଫେସବୁକ ଗ୍ରୁପ ନିଜ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତିଇ। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଗୋଟିଏ ତେନ୍ଦୁଆ ରାତ୍ରି ସମୟରେ ଗାଈ ପାଖକୁ ଆସିଛି। ଏହହୀ ଫୋଟୋରେ ଦୁଇ ପଶୁଙ୍କ ମଧ୍ୟ ରେ ଥିବା ପ୍ରେମ ଦେଖିବା କୁ ମିଳିଛି।  Facebook | Archive ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। ୧୧ ଜୁଲାଇ ରେ ଜଣେ ଟୁଇଟର […]

Continue Reading

କ’ଣ ବିଜେପି ସରକାରଙ୍କ ରାଜରେ ନକଲି ନୋଟ ଗୁଜରାଟରେ ଛପା ହେଉଥିବା ରୁ ପୋଲିସ ଏହାକୁ ଜବତ କରିଛି? ଜାଣନ୍ତୁ ସତ।

ଏହି ପୋଷ୍ଟରେ ବହୁ ପରିମାଣର ୨୦୦୦ ଟଙ୍କା ନୋଟ ପୋଲିସ ବରାମଦ କରିଥିବା ଦେଖା ଯାଉଛି। କିଛି ଘଣ୍ଟା ପୂର୍ବରୁ ୧୨ ଫେବ୍ରୁଆରିରେ ତରବେଜ ଖାନ ନାମକ ଜେନ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଫୋଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପୋଲିସ ଦ୍ଵାରା ବରାମଦ କରା ଯାଇଥିବା ନକଲି ନୋଟ ବିଜେପି ସରକାର ରାଜରେ ଗୁଜରାଟରେ ଛପା ଯାଇଅଛି, ପାକିସ୍ତାନରେ ନୁହେଁ।  ଏହି […]

Continue Reading