କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ କୃଷକ ଆନ୍ଦୋଳନ ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗା ଯାଇଅଛି? ଜାଣନ୍ତୁ ସତ୍ୟ।

ବର୍ତମାନ ଚାଲୁଥିବା କୃଷକଙ୍କ ବିରୋଧ ମଧ୍ୟରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଶିଖ ଲୋକଙ୍କ ପାକିସ୍ତାନ ସମର୍ଥନ ନାରା ଦେଉଥିବା ଏକ ଭିଡିଓ ପୋଷ୍ଟ କରୁଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଶିଖ ଲୋକେ ରାସ୍ତାରେ ଚାଲି ଆସୁଥିବା ସମୟରେ ପାକିସ୍ତାନ ଜିନ୍ଦାବାଦ, କାଶ୍ମୀର ବନେଗା ପାକିସ୍ତାନ ଇତିଯାଡି ନାରା ଦେଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସମୟର ଦାବି ସହିତ ଭାଇରାଲ ହେଉଛି।  ଫେକ୍ଟ କୃସେଣ୍ଡୋ ଏହି […]

Continue Reading