କ’ଣ ପ୍ରକୃତରେ ପୂର୍ବତନ କ୍ରିକେଟ୍ ଖେଳାଳି କପିଲ ଦେବଙ୍କ ଅପହରଣ ହେଇଛି? ଜାଣନ୍ତୁ ସତ୍ୟ।
ପୂର୍ବତନ କ୍ରିକେଟ୍ ଖେଳାଳି କପିଲ ଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ତାଙ୍କ ମୂହରେ କପଡ଼ା ବାନ୍ଧି ଏବଂ ହାତକୁ ମଧ୍ୟ ବାନ୍ଧି ଅପହରଣ କରୁଛନ୍ତି। ଭିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି ଏବଂ ଦାବି କରା ଯାଉଛି ଯେ କପିଲ ଦେବଙ୍କ ଅପହରଣ ହୋଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ପ୍ରକୃତ ଘଟଣା ନୁହେଁ […]
Continue Reading