କ’ଣ ମୁସ୍ଲିମ ବ୍ୟକ୍ତି ତ୍ରିରଙ୍ଗାକୁ ଅସମ୍ମାନ କରୁଛନ୍ତି? ଭାଇରାଲ ଭିଡିଓ ସ୍କ୍ରିପଟେଡ . .
ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ଗାଡିରେ ଭାରତୀୟ ପତାକା ପ୍ରଦର୍ଶନକୁ ବିରୋଧ କରୁଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଦେଖାଯାଉଛନ୍ତି। ଏହି ଭିଡିଓରେ ଜଣେ ମୁସଲମାନ ବ୍ୟକ୍ତି ହିନ୍ଦୁ ଯୁବକମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି ଯେ ଆପଣ ମୋ ଗାଡ଼ିରେ ଜାତୀୟ ପତାକା ଲଗାଅ ନାହିଁ। ଏହାର ମୁଁ ବିରୋଧ କରୁଛି। Purna Chandra Mishra ନାମକ ଜଣେ ବ୍ୟକ୍ତି ଭାଇରାଲ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି ଯେ, ହିନ୍ଦୁସ୍ତାନ୍ ଜିନ୍ଦାବାଦ୍ […]
Continue Reading