କ’ଣ ଇସ୍ରୋର ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଅଶୋକ ସ୍ତମ୍ଭର ଚିତ୍ର ଅଙ୍କନ କରିଛି? ଜାଣନ୍ତୁ ସତ୍ୟ। 

ଚନ୍ଦ୍ରୟାନ -୩ ଚନ୍ଦ୍ରରେ ଅବତରଣ କରିବା ପରେ ପ୍ରଜ୍ଞାନ ରୋଭର ସେଠାରେ ଯାତ୍ରା କରିବ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଏବଂ ସୂଚନା ସଂଗ୍ରହ କରିବ। ଏହି ସମୟରେ କୁହାଯାଉଛି ଯେ ଏହି ରୋଭରର ଚକରେ ଭାରତୀୟ ଜାତୀୟ ପ୍ରତୀକ ଅଶୋକସ୍ତମ୍ବର ଡିଜାଇନ୍ ରହିଛି ଏବଂ ଚନ୍ଦ୍ରରେ ଅବତରଣ ପରେ ଏହି ଡିଜାଇନ୍ ଚନ୍ଦ୍ର ପ୍ରୁଷ୍ଠରେ ଅଙ୍କନ ହୋଇଛି। ଏହାର ଗୋଟିଏ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା […]

Continue Reading

କ’ଣ ଇସରୋ ରେଡିଓ ଗାର୍ଡେନର ପୋର୍ଟାଲ୍ ପ୍ରତିଷ୍ଠା କରିଛି ଯାହା ଦୁନିଆର ଯେକୌଣସି ରେଡିଓ ଷ୍ଟେସନ୍ ଶୁଣିବାକୁ ସକ୍ଷମ କରେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଗୋଟିଏ ଭିଡିଓ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଇସରୋ ରେଡିଓ ଗାର୍ଡେନ ନାମକ ୱେବସାଇଟର ପ୍ରଥିଷ୍ଠା କରିଛି। ଏହି ୱେବସାଇଟ ମାଧ୍ୟମରୁ ଜଣେ ବ୍ୟକ୍ତି ପୃଥିବୀର କୌଣସି ମଧ୍ୟ ରେଡିଓ ଷ୍ଟେସନ୍ ଶୁଣିବାରେ ସକ୍ଷମ ହେଇ ପାରିବ।  ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୨୪ ମଇ ରେ ଆମକୁ ୱ୍ହାଟ୍ସଅପ୍ ମାଧ୍ୟମରୁ […]

Continue Reading

କ’ଣ ଇସରୋ ଦ୍ଵାରା ଲଞ୍ଚ କରା ଯାଇ ଥିବା ପି.ଏସ.ଏଲ.ଭି – ସି୪୮ ରକେଟ ଏବେ ଶତ୍ରୁ ଉପରେ ନଜର ରଖିବ? କ’ନେହି କାରଣ ପାଇଁ ଇସରୋ ରକେଟ ଛାଡିଅଛି? ଜାଣନ୍ତୁ ସତ।

ଭାରତ ଅନ୍ତରିକ୍ଷକୁ ଅନେକ ସେଟେଲାଇଟ ଛାଡ଼ି ସାରିଛି ଓ ଏବେ ମଧ୍ୟ ଚଡ଼ୁଛି। ୧୧ ଡିସେମ୍ବର ୨୦୧୯ ରେ ଇସରୋ ଦ୍ଵାରା ଶ୍ରୀହରିକୋଟରୁ ଇସରୋ ପିଏସେଲ୍ଭି-ସି୪୮ ରକେଟ ଛାଡି ଅଛି।  ୧୧ ଡିସେମ୍ବରରେ ଜଣେ ଫେସବୁକ ୟୁଜର “ବିଜେପି ନାମୋ ଓଡ଼ିଶା” ପେଜରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଇସରୋ ଦ୍ଵାବା ଲଞ୍ଚ କରା ଯାଇ ଥିବା ପିଏସେଲ୍ଭି-ସି୪୮ ରକେଟ ପଡ଼ୁଥିବା ଚାରି ଆଡେ ବୁଲି ଭାରତ […]

Continue Reading