କ’ଣ ଅଶୋକ ଗେହଲତ ସରକାର, କନ୍ହୟା ଲାଲଙ୍କ ହତ୍ୟା ପରେ ତାଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ମାତ୍ର ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି?

କିଛି ଦିନ ପୂର୍ବରୁ, ରାଜସ୍ଥାନରେ ଏକ ଦୁର୍ଘଟଣାରେ ଜଣେ ଅଳ୍ପସଂଖ୍ୟ ସମ୍ପ୍ରଦାୟର ୧୮ ବର୍ଷର ବାଳକ ନିଜ ଜୀବନ ହରାଇଛି। ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପୀଡିତଙ୍କ ପରିବାର ପାଇଁ ଚୁକ୍ତିଭିତ୍ତିକ ଚାକିରି ଘୋଷଣା କରିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ନଇମା ପରବୀନ ନାମରେ ୫୦ ଲକ୍ଷ ଟଙ୍କାର ଗୋଟିଏ ଚେକ୍ ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୀଡିତ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସୋସିଆଲ ମିଡିଆ ବ୍ୟବହାରକରି […]

Continue Reading

କ’ଣ ବସ୍ ଭିତରେ ବର୍ଷା ପାଣି ପଶି ଯାଉଥିବା ଦୃଶ୍ୟ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟ।

ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ସହରରେ ରାସ୍ତାରେ ପାଣି ଭାରି ଯାଇଥିବା ସମୟରେ ଏକ ବସ୍ ଭିତରେ ମଧ୍ୟ ପାଣି ପଶି ଆସୁଛି ଏବଂ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଆତଙ୍କିତ ହେଉଛନ୍ତି। ଏହି ଭିଡିଓ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ […]

Continue Reading