ଭାଇରାଲ ଫୋଟୋରେ ସାଧାରଣ ପୋଷାକରେ ଥିବା ବ୍ୟକ୍ତି RSS କିମ୍ବା BJPର ଗୁଣ୍ଡା ନୁହଁନ୍ତି ବରଂ ଦିଲ୍ଲି ପୋଲିସ ଅଟନ୍ତି ।
ଦେଶରେ ନାଗରିକତା ଆଇନ ଅର୍ଥାତ CAB ବିରୁଦ୍ଧରେ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲିରେ ମଧ୍ୟ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଆଇନର ବିରୋଦ୍ଧରେ ଲଗାତାର ପ୍ରଦର୍ଶନ କରୁଛନ୍ତି। ଏହି ବିରୋଦ୍ଧ ପ୍ରଦର୍ଶନରେ ପୁଲିସ ଦ୍ୱାରା ଛାତ୍ରଙ୍କ ଉପରେ ହୋଇଥିବା ଲାଠି ଚାର୍ଜ ପରେ ପୁରା ଦେଶ ଦିଲ୍ଲି ପୋଲିସକୁ ନେଇ ଚିନ୍ତା ଧାରା ବଦଳିବାରେ ଲାଗିଛି। ଏଥି ମଧ୍ୟରେ 17 ଡିସେମ୍ବରରେ Debendar Acharya ନାମକ ଜଣେ ଓଡ଼ିଆ ଫେଜବୁକ ୟୁଜର ନିଜ ଆକାଉଣ୍ଟରେ […]
Continue Reading