୨୦୨୧ ମସିହା ପାସ୍ ହୋଇଥିବା ପ୍ରାର୍ଥୀ ମାନଙ୍କ ଚାକିରି ନେଇ ଏଚଡିଏଫସି ବ୍ୟାଙ୍କର ବିଜ୍ଞାପନ ପଛରେ ଥିବା ସତ୍ୟ ଘଟଣା କ’ଣ?
କୋଭିଡ ମାହାମାରୀ କାରଣରୁ କେତେକ ବର୍ଗ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରିବାକୁ ସରକାର ଦ୍ଵାରା ନିଷ୍ପତ୍ତି ନିଯା ଯାଇଥିଲା। ଏପରି ନିଷ୍ପତ୍ତି ଛାତ୍ର ମାନଙ୍କ ମଧ୍ୟରେ ଅନେକ ବିବାଦ ଏବଂ ମତଭେଦ ସୃଷ୍ଟି କରିଛି। ଲୋକମାନେ ୨୦୨୧ ମସିହାରେ ପାସ୍ କରିଥିବା ଛାତ୍ରମାନଙ୍କୁ ପରିହାସ କରୁଛନ୍ତି ଯେ ସେମାନେ ଅଧ୍ୟୟନ ନକରି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏଚଡିଏଫସି ବ୍ୟାଙ୍କର ଏକ ବିଜ୍ଞାପନ ଭାଇରାଲ ହେଉଛି ଯେଉଁଥିରେ ଲେଖା ଯାଇଅଛି ଯେ […]
Continue Reading