କ’ଣ ମଧ୍ୟପ୍ରଦେଶ ନିର୍ବାଚନରେ ପରାଜୟ ହେବା ପରେ ମଧ୍ୟ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ଚାହାତ ପାଣ୍ଡେ ଏପରି ନାଚୁଛନ୍ତି? ଜାଣନ୍ତୁ ସତ୍ୟ।
ନିକଟରେ ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି। ଏହା ମଧ୍ୟରୁ ୪ ଟି ରାଜ୍ୟରେ ବିଜେପି ନିର୍ବାଚନ ଜିଟିଛି। ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଚାହାତ ପାଣ୍ଡେ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଥିଲେ। କିନ୍ତୁ ସେ ମାତ୍ର ୨୨୯୨ ଭୋଟ୍ ଜିତିଛନ୍ତି। ନିର୍ବାଚନର ଫଳାଫଳ ଆସିବା ପରେ ଚାହାତ ପାଣ୍ଡେଙ୍କର ଡାନ୍ସ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମଧ୍ୟପ୍ରଦେଶ ନିର୍ବାଚନ ହାରିବା ପରେ ଆମ୍ ଆଦମୀ […]
Continue Reading

 
		