କ’ଣ ଭାଇରାଲ ଫୋଟୋରେ ମହାତ୍ମା ଗାନ୍ଧୀ ଇଂରାଜୀ ସୈନ୍ୟଙ୍କ ସହିତ ଛିଡା ହୋଇଛନ୍ତି? ଜାଣନ୍ତୁ ସତ୍ୟ। 

ମହାତ୍ମା ଗାନ୍ଧୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ସେ କିଛି ଲୋକଙ୍କ ସହିତ ଛିଡା ହୋଇଛନ୍ତି। ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହା ବ୍ରିଟିଶ୍ ସେନାର ଫୋଟୋ ଅଟେ ଏବଂ ମହାତ୍ମା ଗାନ୍ଧୀ ଇଂରାଜୀ ସେନାର ଜଣେ ଅଧିକାରୀ ଥିଲେ।  ଭାଇରାଲ ପୋଷ୍ଟରେ ଲେଖା ଯାଇଛି ଯେ, “ଆପଣ ଜାଣିଛନ୍ତି? ଗୋଟିଏ ସମୟରେ ମହାତ୍ମା ଗାନ୍ଧୀ ବ୍ରିଟିଶ୍ ସେନାର ମେଜର ସାରଜେଣ୍ଟ ଥିଲେ ଏବଂ ବ୍ରିଟିଶ୍  […]

Continue Reading

ଗାନ୍ଧୀ ଜୟନ୍ତିରେ ଦିଲ୍ଲୀ ସରକାର ମହାତ୍ମା ଗାନ୍ଧୀଙ୍କ ଜାଗାରେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଲଗାଇଛନ୍ତି?

2 ଅକ୍ଟୋବରରେ ଗାନ୍ଧୀଜୟନ୍ତିରେ ସୋସିଆଲ ମିଡିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଇ ଅନେକ ପୋଷ୍ଟ ଏବଂ ଭିଡିଓ ସେୟାର କରାଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଏକ ଖବର କାବଜ ପାଷ୍ଟର ସେୟାର କରାଯାଉଛି। ପୋଷ୍ଟରେ କେଜରିୱାଲଙ୍କ ଫଟୋ ବଡ଼ଆକାରରେ ଦିଆଯାଇ ଗାନ୍ଧୀ ଜୟନ୍ତି ଲେଖାଯାଇଛି। ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଖବରକାଗଜର ତଳେ ଦିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ଏଡ଼ିଟ୍ କରାଯାଇ ମିଥ୍ୟା ଦାବିରେ ଭାଇରାଲ କରାଯାଉଥିବା ସ୍ପଷ୍ଟ ହେଲା।  […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ମାହାତ୍ମା ଗାନ୍ଧୀ ନିଜ ଗାର୍ଲଫ୍ରେଣ୍ଡ ସହିତ ଅଛନ୍ତି? ଯାନତୁ ସତ୍ୟ।

ବିଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ମାହାତ୍ମା ଗାନ୍ଧୀଙ୍କର ଗୋଟିଏ ଫୋଟୋ ବହୁତ ଭାଇରାଲ ହେଉଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମାହାତ୍ମା ଗାନ୍ଧୀ ଜଣେ ଯୁବତୀଙ୍କ ସହିତ ଅଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଅଛି? ୭ ଅକ୍ଟୋବର ୨୦୨୦ ରେ ଜଣେ ଫେସବୁକ ୟୁଜର ବାବୁଷାନ ଫ୍ୟାନ କ୍ଲବ ନାମକ ଫେସବୁକ ପେଜରେ […]

Continue Reading